ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ମଙ୍ଗଳବାର ଦିନଠାରୁ କଟକଣାଯୁକ୍ତ ଭକ୍ତଙ୍କ ବିନା ରଥଯାତ୍ରା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଉତ୍ସବକୁ ଟିଭି ମାଧ୍ୟମରେ ପ୍ରସାରଣ କରିବାକୁ କେନ୍ଦ୍ର ସରକାରର ନିଷ୍ପତ୍ତି ଗ୍ରହଣ କରିଛନ୍ତି ।
ଏକ ଟ୍ୱିଟ୍ ମାଧ୍ୟମରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡ଼କର୍ କହିଛନ୍ତି, ରଥଯାତ୍ରା ଉତ୍ସବକୁ ଦୂରଦର୍ଶନ ସମେତ ଅନ୍ୟ ଚ୍ୟାନେଲ୍ ଗୁଡ଼ିକ ସିଧା ପ୍ରସାରଣ କରିପାରିବେ । ଏନେଇ ବିଜେପି ନେତା ବୈଜୟନ୍ତ ପଣ୍ଡା ପରାମର୍ଶ ଦେଇଥିଲେ ।
By the decision of the Honourable Supreme Court, tomorrow Lord Jagannath’s Rath Yatra will take place. This will be telecast live by DD and other channels. This was suggested by @PandaJay.@PIB_India @DDNewslive
— Prakash Javadekar (@PrakashJavdekar) June 22, 2020
Comments are closed.