Latest Odisha News

BREAKING NEWS

ସୂର୍ଯ୍ୟପରାଗ ପାଇଁ ୨୬ ତାରିଖରେ ବନ୍ଦ ରହିବ ସମସ୍ତ ବ୍ୟାଙ୍କ

ଭୁବନେଶ୍ୱର: ଆସନ୍ତାକାଲି ସୂର୍ଯ୍ୟପରାଗ ନିମନ୍ତେ ସ୍କୁଲ ଓ ସରକାରୀ କାର୍ଯ୍ୟାଳୟ ଛୁଟି ପରେ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଛୁଟି ଘୋଷଣା କରିଛନ୍ତି ରାଜ୍ୟସରକାର ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମଙ୍ଗଲବାର ଦିନ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ, ବ୍ୟାଙ୍କ ଓ ବ୍ୟାଙ୍କିଙ୍ଗ ଇନଷ୍ଟିଚ୍ୟୁସନ ଗୁଡିକ ୨୬ ତାରିଖ ଦିନ ବନ୍ଦ ରହିବ ।

ସୂର୍ଯ୍ୟପରାଗ ସକାଳ ୮ ଟା ୨୦ ରୁ ଆରମ୍ଭ ହୋଇ ୧୧.୨୯ ପର୍ଯ୍ୟନ୍ତ ରହିବ।

Leave A Reply

Your email address will not be published.