Latest Odisha News

BREAKING NEWS

[ଭିଡ଼ିଓ] ମିଳିଲାନି ଆମ୍ବୁଲାନ୍ସ, ବାଇକରେ ୧୦ କିଲୋମିଟର ଯାଏ ବୁହା ହେଲା ମୃତ ଦେହ

କଳାହାଣ୍ଡି : ପୁଣି ଦାନ ମାଝୀ ଘଟଣାର ପୁନରାବୃତ୍ତି । କଳାହାଣ୍ଡିରେ ପୁଣି ସେହିଭଳି ଏକ ଚିତ୍ର ସାମନାକୁ ଆସିଛି । ମେଡିକାଲରୁ ମୃତ ଦେହ ଆଣିବାକୁ ନା ମିଳିଲା ଆମ୍ବୁଲାନ୍ସ ନା ମହାପ୍ରୟାଣ ଗାଡ଼ି ।

ଏହି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ । ଚିକିତ୍ସା ପାଇଁ ଜଣେ ବୃଦ୍ଧ ମହିଳା ଆମ୍ବୁଲାନ୍ସରେ ମେଡିକାଲ ଆସିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମହିଳାଙ୍କ ମୃତ୍ୟୁ ହେବା ପରେ ମୃତ ଦେହ ନେବା ପାଇଁ କୌଣସି ଗାଡ଼ି ମିଳିନଥିଲା । ଯାହା ପାଇଁ ପରିବାର ଲୋକ ବାଧ୍ୟ ହୋଇ ଏକ ମୋଟର ସାଇକେଲରେ ଦୀର୍ଘ ୧୦ କିଲୋମିଟର ଯାଏ ବୋହି ବୋହି ଆଣିଥିଲେ ।

Leave A Reply

Your email address will not be published.