Latest Odisha News

BREAKING NEWS

ପତ୍ନୀଙ୍କ ଶର୍ଟ ବଟନ ଲଗାଉଥିବା ଧୋନୀଙ୍କ ଫଟୋ ଏବେ ଚର୍ଚ୍ଚାରେ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପତ୍ନୀ ସ୍ନେହ ଏବେ ପୁନର୍ବାର ଚର୍ଚ୍ଚାର କାରଣ ପାଲଟିଛି । ବନ୍ଧୁ ଓ ପରିବାରବର୍ଗଙ୍କ ସହ ଧୋନୀ ଏବେ ଛୁଟି କାଟୁଛନ୍ତି ।

କାହ୍ନା ନ୍ୟାଶନାଲ ପାର୍କରେ ସେମାନେ ବୁଲୁଥିବା ବେଳେ ଧୋନୀ ପତ୍ନୀ ସାକ୍ଷୀଙ୍କ ଶର୍ଟ ବଟନ ଦେଉଥିବା ଦେଖିବାକୁ ମିଳିଥିଲା । ଏହି ଭିଡିଓ ଓ ଫଟୋ ସୋସିଆଲ ନେଟୱର୍କିଂ ସାଇଟରେ ଶେୟାର ହେବା ପରେ ଏହା ଏବେ ଭାଇରାଲ ହୋଇଛି ।

ପୂର୍ବରୁ ଦିଲ୍ଲୀର ଏକ ହୋଟେଲର ସାକ୍ଷୀ ଧୋନୀଙ୍କୁ ସ୍ୱିଟି ସ୍ୱିଟି ଡାକି ପଛରେ ଯାଉଥିବା ଦୃଶ୍ୟ ମଧ୍ୟ ଚର୍ଚ୍ଚାର କାରଣ ହୋଇଥିଲା ।

Leave A Reply

Your email address will not be published.