ମୁମ୍ବାଇ: ରିିଲିଜ ହୋଇଛି ଅପକମିଂ ଫିଲ୍ମ ‘ମଲଙ୍ଗ’ର ଆଉ ଏକ ନୂଆ ଗୀତ । ଗୀତରେ ଅଭିନେତ୍ରୀ ଦିଶା ପାଟନୀ ନିଜ ସିଜଲିଂ ଲୁକ୍ରେ ଦର୍ଶକଙ୍କୁ ଦିୱାନା କରିଛନ୍ତି । ଏଥିସହ ଗୀତରେ ତାଙ୍କର ଜବରଦସ୍ତ ଡ୍ୟାନ୍ସକୁ ଦେଖି ଫ୍ୟାନ୍ ମାନେ ତାଙ୍କ ଉପରେ ପୁରା ଫିଦା ହୋଇଯିବେ ।
ଏହା ଏକ ପାର୍ଟି ସଙ୍ଗ । ଏହି ଗୀତକୁ ବଲିଉଡ ସିଙ୍ଗର ଏସିସ୍ କୌର ଗାଇଛନ୍ତି । ଗୀତର ଲିରିକ୍ସ ଲେଖିଛନ୍ତି କୁନାଲ ବର୍ମା ଓ କମେଡିଆନ୍ ଭାରତି ସଂହଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା । ଏହାର ମ୍ୟୁଜିକ ଦେଇଛନ୍ତି ରାଜୁ ସିଂହ, କୁନାଲ ମେହେତା, ଚରଣ ସିଂହ ପଠାନିଆ ଓ ଅବ୍ନି ଥମାସ । ଗୀତଟି ରିଲିଜ ହେବାର କିଛି ଘଂଟା ମଧ୍ୟରେ ହିଁ ଏହାକୁ ୨ ଲକ୍ଷରୁ ଅଧିକ ଲୋକେ ଦେଖି ସାରିଲେଣି ।
ମୋହିତ ସୁରିଙ୍କ ନିର୍ଦ୍ଦେଶନାରେ ତିଆରି ଫିଲ୍ମ ‘ମଲଙ୍ଗ’ ଆସନ୍ତା ଫେବୃଆରୀ ୭ ତାରିଖରେ ପରଦାକୁ ଆସିବ । ଏହି ଫିଲ୍ମର ଲିଡ୍ ରୋଲରେ ଆଦିତ୍ୟ ରାୟ କପୁର, ଦିଶା ପାଟନି, ଅନିଲ କପୁର ଓ କୁନାଲ ଖେମୁ ଅଛନ୍ତି ।
BREAKING NEWS
- ଏସିଆ ରଗବୀ ଏମିରେଟ୍ସ ଅଣ୍ଡର ୨୦ ସେଭେନ୍ସ: କଳିଙ୍ଗ ଷ୍ଟାଡିୟମରେ ଉନ୍ମୋଚିତ ହେଲା ଟ୍ରଫି
- ସଚିନଙ୍କ ଅଲୋଡ଼ା ରେକର୍ଡର ବରାବର କଲେ କୋହଲି, ରୋହିତ ମଧ୍ୟ ପଛରେ ନାହାନ୍ତି
- ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ମେଡିକାଲ୍ ରିସର୍ଚ୍ଚକୁ କଲା କି ସହଜ !
- NIA Team Reaches Kulgam:କୁଲଗାମରେ ଆତଙ୍କବାଦୀ ଆକ୍ରମଣ:ତଦନ୍ତ ପାଇଁ ପହଞ୍ଚିଲେ NIA ଦଳ; କିସ୍ତୱାର ମାମଲାରେ ମଧ୍ୟ କାର୍ଯ୍ୟାନୁଷ୍ଠାନ…
- ୨୪୪ ରନରେ ପରାଜୟ ପରେ ଟିମ୍ ଇଣ୍ଡିଆ ନାଁରେ ଯୋଡ଼ି ହେଲା ଏହି ୪ଟି ଲଜ୍ଜାଜନକ ରେକର୍ଡ
- ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ବିଭୂପ୍ରସାଦ ରାଉତରାୟ
- ବେଆଇନ ବନ୍ଧୁକ କାରବାର ଉପରେ ସ୍ପେଶାଲ କ୍ରାଇମ୍ ୟୁନିଟର ବଡ଼ ଆକ୍ସନ
- ଘରୋଇକରଣ ନୁହେଁ: ନିଜ ଲାଭକୁ ସମ୍ପ୍ରସାରଣରେ ବିନିଯୋଗ କରିବ ନାଲକୋ, ଆରମ୍ଭ ହେବ ନୂତନ ‘ଗ୍ରୀନ୍ ଏନର୍ଜି’
- କାଜିରଙ୍ଗା ଜାତୀୟ ରାଜପଥ ନିକଟରେ ବସ୍-ଟ୍ରକ୍ ମହାଁମୁହିଁ ଧକ୍କା, ୨୦ଜଣଙ୍କ ମୃତ୍ୟୁ ସନ୍ଦେହ
- Explosion inside hotel on Puri Grand Road: ହୋଟେଲରେ ବିସ୍ଫୋରଣ…କାଚ ଭାଙ୍ଗି ବଡ଼ଦାଣ୍ଡରେ ପଡିଲା;୪ ଆହତ
Comments are closed.