Latest Odisha News

BREAKING NEWS

ପୌର ନିର୍ବାଚନ ବେଳେ ଟଙ୍କା ବାଣ୍ଟିବା ମହଙ୍ଗା ପଡିଲା , ସ୍ୱାଧିନ ପ୍ରାର୍ଥୀଙ୍କ ସ୍ୱାମୀ ଅଟକ

ଭଦ୍ରକ : ପୌର ନିର୍ବାଚନ ବେଳେ ଟଙ୍କା ବାଣ୍ଟିବା ପଡିଲା ମହଙ୍ଗା । ଭଦ୍ରକରେ ନିର୍ବାଚନ ବେଳେ ଟଙ୍କା ବାଣ୍ଟିବା ବେଳେ ସ୍ୱାଧିନ ପ୍ରାର୍ଥୀଙ୍କ ସ୍ୱାମୀ ଅଟକ । ୨୫ ହଜାର ୬ ଶହ ଟଙ୍କା ଜବତ କରିଛି ପୋଲିସ । ଭଦ୍ରକ ପୌର ପାଳିକା ଅଧିନ ୮ ନମ୍ବର ୱାର୍ଡର ସ୍ୱାଧିନ ପ୍ରାର୍ଥୀଙ୍କ ସ୍ୱାମୀ ଦେବଦ୍ରତ ମହାନ୍ତି ଟଙ୍କା ବାଣ୍ଟୁଥିବ। । ତାଙ୍କ ନାରେ ଅଭିଯୋଗ ହୋଇଛି । ଦେବନ୍ଦ୍ର ଟଙ୍କା ବାଣ୍ଟୁଥିବା ଦେଖି ସ୍ଥାନୀୟ ଲୋକ ତାଙ୍କୁ ପୋଲିସର ଜିମା ଦେଇଛନ୍ତି । ଯାଞ୍ଚ ବେଳେ ତାଙ୍କ ନିକଟରୁ ୨୫ ହଜାର ୬ ଶହ ଟଙ୍କା ଜବତ ହୋଇଛି । ଏନେଇ ସ୍ୱାଧିନ ପ୍ରାର୍ଥୀଙ୍କ ସ୍ୱାମୀଙ୍କୁ ଅଟକ ରଖିଛି ପୋଲିସ ।

 

Leave A Reply

Your email address will not be published.