Latest Odisha News

BREAKING NEWS

ଏସୀୟ କ୍ରୀଡ଼ା: ମହିଳା କୁସ୍ତିରେ ବ୍ରୋଞ୍ଜ୍ ଜିତିଲେ ଦିବ୍ୟା କାକରନ୍

ଜାକର୍ତ୍ତା: ଏସିଆନ ଗେମ୍ସ କୁସ୍ତିରେ ଭଲ ପ୍ରଦର୍ଶନ ଜାରି ରଖିଛି ଭାରତ । ମହିଳା ୬୮ କେଜି ଫ୍ରିଷ୍ଟାଇଲ୍ ବର୍ଗରେ ଭାରତୀୟ ମହିଳା ପହେଲମାନ ଦିବ୍ୟା କାକରନ ଏକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

ତେବେ ଭାରତ ସନ୍ତରଣରେ ଏକ ପଦକ ହାତଛଡ଼ା କରିଛି । ଭାରତୀୟ ସନ୍ତରଣକାରୀ ବୀର୍ଧୱାଲ୍ ଖାଡ଼େ ମାତ୍ର ଏକ ସେକେଣ୍ଡ କମ୍ ଟାଇମିଂ ଯୋଗୁଁ ଏକ ବ୍ରୋଞ୍ଜ୍ ପଦକରୁ ବଞ୍ଚିତ ହୋଇଛନ୍ତି ।

Leave A Reply

Your email address will not be published.