ଅହମ୍ମଦାବାଦ: ବଲିଉଡ ଫିଲ୍ମକୁ ପ୍ରଂଶସା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ମୋଟେରା ଷ୍ଟାଡିୟମରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ହିନ୍ଦୀ ସିନେମା ବିଷୟରେ ଚର୍ଚ୍ଚା କରିଛନ୍ତି । ଶାହାରୁଖ ଏବଂ କାଜୋଲଙ୍କ ବ୍ଲକବଷ୍ଟର ହିଟ୍ ଫିଲ୍ମ ‘ଦିଲ୍ୱାଲେ ଦୁଲହନିଆ ଲେ ଜାଏଙ୍ଗେ’ ବିଷୟରେ ସେ ଚର୍ଚ୍ଚା କରିଛନ୍ତି ।ଭାରତୀୟ ସିନେମାର ଇତିହାସ ବଖାଣିଛନ୍ତି ଟ୍ରମ୍ପ । ଏଠାରେ ପ୍ରତି ବର୍ଷ ଦୁଇ ହଜାରରୁ ଅଧିକ ଫିଲ୍ମ ତିଆରି ହେବା ସହ ରିଲିଜ ହେଉଛି । ଭାରତୀୟ ଫିଲ୍ମର ସଙ୍ଗୀତ ରଚନା ଓ ଭାଙ୍ଗଡା ନୃତ୍ୟ ଅତ୍ୟନ୍ତ ମନ୍ତ୍ରମୁଗ୍ଧକର ବୋଲି ସେ କହିଛନ୍ତି । କେବଳ ଡିଡିଏଲ୍ଜେ ନୁହେଁ ବଲିଉଡର କିମ୍ବଦନ୍ତୀ ଫିଲ୍ମ ‘ସୋଲେ’କୁ ମଧ୍ୟ ମନେ ପକାଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏହି ଫିଲ୍ମକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି ।
ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ନିକଟରେ ରିଲିଜ ହୋଇଥିବା ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ର ପ୍ରଂଶସା କରିଥିଲେ । ଭାରତରେ ସମଲିଙ୍ଗୀ ସମ୍ପର୍କକୁ ବୈଧ କରିବା ପରେ ଏବେ ଫିଲ୍ମ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି । ଏହା ସମାଜକୁ ଭଲ ବାର୍ତ୍ତା ଦେଉଛି ବୋଲି ଟ୍ରମ୍ପ ଟ୍ୱିଟ୍ କରି ପ୍ରଂଶସା କରିଥିଲେ ।
BREAKING NEWS
- ୬୭ ବଲ ବାକି ଥାଇ ଗୁଜରାଟକୁ ହରାଇଲା ଦିଲ୍ଲୀ
- ଟାଇମ ମାଗାଜିନର ପ୍ରଭାବଶାଳୀ ବ୍ୟକ୍ତଙ୍କ ମଧ୍ୟରେ ସାକ୍ଷୀ, ଆଲିୟା
- ବିଜେପିରେ ଯୋଗ ଦେଲେ ବିଜେଡିର ପ୍ରତିଷ୍ଠାତା ସଦସ୍ୟ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରହଲ୍ଲାଦ ତ୍ରିପାଠୀ
- ଥରେ ନୁହେଁ, ପଶ୍ଚିମ ଓଡିଶାବାସୀଙ୍କୁ ବାରମ୍ବାର ଧୋକା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ସମୀର ମହାନ୍ତି
- ବଣାଇ ସାଙ୍ଗଠନିକ ଜିଲ୍ଲା ସଭାପତି ଅନିଲ କୁମାର ବାର୍ଲାଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ
- ଆଇପିଏଲରେ ଗୁଜରାଟର ସବୁଠାରୁ କମ ସ୍କୋର
- ପୂର୍ବତଟ ରେଳପଥ ପକ୍ଷରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ୨୦ ଯୋଡ଼ା ସ୍ୱତନ୍ତ୍ର ଗ୍ରୀଷ୍ମ କାଳୀନ ଟ୍ରେନ
- ଅବସର ପରେ ବି ଆଇପିଏଲରେ କମାଲ କରୁଛନ୍ତି ଏହି କ୍ରିକେଟର
- ସରକାରୀ ଅର୍ଥର ପ୍ରଲୋଭନ ଓ ଚାପ ପକାଇ କିଛି ମୁଷ୍ଟିମେୟ ମିଶନଶକ୍ତିର ଅଧିକାରୀ ମା’ମାନଙ୍କୁ ରାଜନୈତିକ କାର୍ଯ୍ୟରେ ଲଗାଉଛନ୍ତି: ବିଜେପି
- ଶଙ୍ଖ ଫୁଙ୍କିଲେ ଅନୁଗୁଳର ବିଶିଷ୍ଟ ଶିକ୍ଷାବିତ ମହେଶ ଚନ୍ଦ୍ର ଓ ବଡ଼ଚଣାର କ୍ୟାପଟେନ ରାଜନାରାୟଣ ମହାପାତ୍ର