Latest Odisha News

BREAKING NEWS

ହେବ କି ମହାବିନାଶ; ପ୍ରଳୟ ସମୟ କହିଲେ ପରମାଣୁ ବିଜ୍ଞାନୀ…

ୱାଶିଂଟନ: ସାରା ଦୁନିଆରେ ହେବ କି ମହାବିନାଶ।

ସୂଚନା ଅନୁଯାୟୀ, ପରମାଣୁ ବୈଜ୍ଞାନିକମାନେ ୭୮ ବର୍ଷ ପୂର୍ବେ ଏକ ଅନନ୍ୟ ପ୍ରକାରର ଘଣ୍ଟା ତିଆରି କରିଥିଲେ। ଯାହାକୁ ଡୁମ୍ସଡେ ଘଣ୍ଟା ବୋଲି କୁହାଯାଇଥିଲା। ମଙ୍ଗଳବାର ଦିନ ଘଣ୍ଟାକୁ ପୁନଃ ସେଟ୍ କରାଯାଇ ମଧ୍ୟରାତ୍ରି ପୂର୍ବରୁ ୮୯ ସେକେଣ୍ଡ ପଛୁଆ କରାଯାଇଥିଲା।

ବୁଲେଟିନ୍ ଅଫ୍ ଦି ଆଟମିକ୍ ସାଇଣ୍ଟିଷ୍ଟ ଅନୁଯାୟୀ, ଅର୍ଦ୍ଧରାତ୍ରୀର ଏହି ସମୟରେ ପୃଥିବୀ ଧ୍ୱସଂ ହୋଇଯିବ ଏବଂ ମଣିଷର ଅସ୍ତିତ୍ୱ ରହିବ ନାହିଁ ବୋଲି କୁହାଯାଇଛି। ଏହି ଘଣ୍ଟା ସାଙ୍କେତିକ ଭାବରେ ଦର୍ଶାଏ ଯେ ଆମେ ବିପର୍ଯ୍ୟୟର କେତେ ନିକଟତର।

ଅପରପକ୍ଷରେ ଏହି ଘଣ୍ଟାର ସମୟ ପ୍ରତିବର୍ଷ ପରମାଣୁ ବୈଜ୍ଞାନିକ ମାନଙ୍କ ବୁଲେଟିନ ଦ୍ୱାରା ପରିବର୍ତ୍ତିତ ହୁଏ।

 

Comments are closed.