Latest Odisha News

BREAKING NEWS

ପିଜି ଛାତ୍ରଛାତ୍ରୀଙ୍କ ପାଇଁ ଗାଇଡଲାଇନ,ପଲିସି ଓ ଓପନ୍ ବୁକ ପରୀକ୍ଷାର ବ୍ୟବସ୍ଥା କରିବ ଦିଲ୍ଲୀ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ: ଶିକ୍ଷାବର୍ଷ ୨୦୧୯-୨୦ ର ଶେଷ ବର୍ଷ ପିଜି ପ୍ରୋଗ୍ରାମ ଛାତ୍ରଛାତ୍ରୀ ଙ୍କ ପାଇଁ ଅପେନ ବୁକ ପରୀକ୍ଷାର ବ୍ୟବସ୍ଥା କରିବ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ।

ବିଶ୍ୱବିଦ୍ୟାଳୟ ଦ୍ୱାରା ଗଠିତ ଟାସ୍କଫୋର୍ସ ଏବଂ ପରୀକ୍ଷା ୱର୍କିଙ୍ଗ ଗ୍ରୁପର ପରାମର୍ଶ କ୍ରମେ ଶେଷ ନିଷ୍ପତି ନିଆଯିବାର ବ୍ୟବସ୍ଥା କରାଯାଇଛି ।

ଡିଉ ପକ୍ଷରୁ ପରୀକ୍ଷା ନିମନ୍ତେ ଗାଇଡଲାଇନ ଓ ପଲିସି ଲାଗୁ କରାଯାଇଛି ।

Leave A Reply

Your email address will not be published.