Latest Odisha News

BREAKING NEWS

ବିଭିନ୍ନ ଦାବି ନେଇ ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ

ଭୁବନେଶ୍ୱର: ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ରାଜଧାନୀରେ ଆନ୍ଦୋଳନ । ପୁଲିସ ଓ କୃଷକଙ୍କ ମଧ୍ୟରେ ଧସ୍ତାଧସ୍ତି ।ନବ ନିର୍ମାଣ କୃଷକ ସଂଗଠନର ଶତାଧିକ କୃଷକ ଏକତ୍ରିତ ହୋଇ ନବୀନ ନିବାସ ଘେରାଉ କରିବା ପାଇଁ ଉଦ୍ୟମ କରିଛନ୍ତି । ଫଳରେ ପୁଲିସ ଓ କୃଷକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ଧାନମଣ୍ଡିରେ ଅବ୍ୟବସ୍ଥା ଓ ଉପଯୁକ୍ତ ମୂଲ୍ୟ ସହ ଅନେକ ଦାବି ନେଇ କୃଷକ ମାନେ ଆଜି ନବୀନ ନିବାସ ଘେରାଉ ଉଦ୍ୟମ କରିବା ସହ ନବୀନ ନୀବାସ ସମ୍ମୁଖରେ ଧାନ ଢାଳିବା ପାଇଁ ପ୍ରୟାସ କରିଥିଲେ । ଫଳରେ ପୋଲିସ କର୍ମଚାରୀ ମାନେ କୃଷକ ମାନଙ୍କୁ ଉଠାଇ ନେଇଛନ୍ତି ।

 

Leave A Reply

Your email address will not be published.