Latest Odisha News

BREAKING NEWS

Browsing Tag

Bbsr

ବିଭିନ୍ନ ଦାବି ନେଇ ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ

ଭୁବନେଶ୍ୱର: ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ରାଜଧାନୀରେ ଆନ୍ଦୋଳନ । ପୁଲିସ ଓ କୃଷକଙ୍କ ମଧ୍ୟରେ ଧସ୍ତାଧସ୍ତି ।ନବ ନିର୍ମାଣ କୃଷକ ସଂଗଠନର ଶତାଧିକ କୃଷକ ଏକତ୍ରିତ ହୋଇ ନବୀନ ନିବାସ ଘେରାଉ କରିବା ପାଇଁ ଉଦ୍ୟମ କରିଛନ୍ତି । ଫଳରେ ପୁଲିସ ଓ କୃଷକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି ।…

ଭୁବନେଶ୍ୱରରେ ପହଞ୍ଚିଲା ନେଦରଲ୍ୟାଣ୍ଡସ୍ ହକି ଟିମ୍

ଭୁବନେଶ୍ୱର : ୧୩ ତାରିଖରେ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱ କପ୍ । ପ୍ରଥମ ବିଦେଶୀ ପ୍ରତିଯୋଗୀ ଦଳ ଭାବେ ଓଡ଼ିଶାରେ ପହଞ୍ଚିଲା ଟିମ୍ । ଭୁବନେଶ୍ୱରରେ ପହଞ୍ଚିଛି ନେଦରଲାଣ୍ଡସ୍ ଟିମ୍ । ବିମାନବନ୍ଦରରେ ଦଳକୁ ଭବ୍ୟ ସ୍ୱାଗତ କରାଯାଇଛି । ୧୦ ତାରିଖରେ ରାଉରକେଲା ଅଭିମୁଖେ ଯିବ ଏହି ଦଳ ଓ ୧୪…

ମୁଖ୍ୟମନ୍ତ୍ରୀ ନ ଆସିଲେ ଆତ୍ମହତ୍ୟା କରିବି-ବିଜ୍ଞାପନ ହୋର୍ଡିଂ ଉପରେ ବସି ଧମକ ଦେଲେ ମୁକ୍ତିକାନ୍ତ

ଭୁବନେଶ୍ୱର: ଭୁବନେଶ୍ୱର ଶିଶୁଭବନ ଛକରେ ଯୁବକଙ୍କ ହାଇଡ୍ରାମା । ପୋଲିସ, ପ୍ରଶାସନ, ଦମକଳ ବିଭାଗ ନାକେଦମ । ଯୁବକ ଏକ ବିଜ୍ଞାପନ ହୋର୍ଡିଂ ଉପରକୁ ଚଢି ଆତ୍ମହତ୍ୟା ଧମକ ଦେଉଉଛନ୍ତି । ଅଧଘଣ୍ଟା ହେଲାଣି ପୋଲିସ ତାଙ୍କୁ ତଳକୁ ଆଣିବାରେ ବିଫଳ ହୋଇଛି । ଯୁବକ ଜଣକ ରାଉରକେଲାରୁ ଆସିଥିଲେ…

୧୩ ତାରିଖରୁ ଥିଲେ ନିଖୋଜ, ଏବେ ମିଳିଲା ମୃତଦେହ

ଭୁବନେଶ୍ୱର: ଚନ୍ଦ୍ରଶେଖରପୁର‌ ଥାନା‌ ଚନ୍ଦକା ଜଙ୍ଗଲ କଡ ଡ୍ରେନରୁ ମିଳିଛି ୧୦ମ ଶ୍ରେଣୀ ଛାତ୍ର ଦୈତରାଜ ନାୟକକଙ୍କ ମୃତଦେହ। ଯେକି ନିକଟରେ ଥିବା ପଣ୍ଡା ପାର୍କ ବସ୍ତିର ଯୁଦ୍ଧିଷ୍ଟିର ନାୟକଙ୍କ ପୁଅ ବୋଲି ଜଣାପଡିଛି। ତେବେ ଗଳିତ ଅବସ୍ଥାରେ ମିଳିଛି ମୃତ ଦେହ । ତେଣୁ ତାଙ୍କ ବାପା ହତ୍ୟା…

ଭୁବନେଶ୍ୱ‌ରରୁ ଆଜି ୪୬ କରୋନା ଆକ୍ରାନ୍ତ ଚିହ୍ନଟ; ସୁସ୍ଥ ହେଲେ ୬୧

ଭୁବନେଶ୍ୱ‌ର: ଭୁବନେଶ୍ୱ‌ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ସୁସ୍ଥ ହାର ମଧ୍ୟ ବଢିବାରେ ଲାଗିଛି। ଆଜି ୪୬ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦,୩୩୦ରେ ପହଞ୍ଚିଛି। ୪୬ ଜଣଙ୍କ ମଧ୍ୟରୁ ୧୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ରହିଥିବା ବେଳେ ୨୭ଟି…

ସ୍ୱାଧୀନତା ଦିବସ ପାଇଁ ରାଜଧାନୀରେ ବ୍ୟାପକ ବ୍ୟବସ୍ଥା

ଭୁବନେଶ୍ୱର: ସ୍ୱାଧୀନତା ଦିବସ ପାଇଁ କମିଶନରେଟ ପୋଲିସ ସହରରେ ବ୍ୟାପକ ବ୍ୟବସ୍ଥା କରିଛି । ପୋଲିସ ଡିଜି ବିକେ ଶର୍ମାଙ୍କ ଅଧ୍ୟକ୍ଷତାରେ କ୍ୟାମ୍ପ ଅଫିସ ଠାରେ ଶୁକ୍ରବାର ଦିନ ଏକ ସମୀକ୍ଷା ବୈଠକ ବସିଛି । "ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସ୍ଥାନୀୟ ପ୍ରଦର୍ଶନୀ…

ଭୁବନେଶ୍ୱର ଏୟାରପୋର୍ଟ କଷ୍ଟମ୍‌ ଅଧୀକାରୀଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ !

ଭୁବନେଶ୍ୱର : ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଜଣେ ଯାତ୍ରୀ କଷ୍ଟମ୍‌ ଅଧୀକାରୀଙ୍କ ବିରୋଧରେ ଜବରଦସ୍ତ ଟିକସ ଆଦାୟ କରିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। କୁପୁସସ୍ୱାମୀ ନାଗରାଜନ ନାମକ ଜଣେ ଯାତ୍ରୀ ଏଭଳି ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ ଉକ୍ତ ଯାତ୍ରୀ…