ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ପଙ୍ଗପାଳ ଆତଙ୍କ ଦେଖା ଦେଇଛି । ବଲାଙ୍ଗିର ଜିଲ୍ଲା ମୁରିବାହଲ ବ୍ଲକ ଚଳକୀ ପଞ୍ଚାୟତରେ ଦେଖାଦେଇଛି ଏହି ପଙ୍ଗପାଳ ଆତଙ୍କ। ଏହି ଅଞ୍ଚଳର ଜଙ୍ଗଲରେ ଝିଣ୍ଟିକା ଭଳି ବଡ଼ ବଡ଼ କୀଟ ଲକ୍ଷ ଲକ୍ଷ ସଂଖ୍ୟାରେ ଦେଖିବାକୁ ମିଳୁଛି। ଚାଷୀମାନେ ଯାହାକୁ ପଙ୍ଗପାଳ ଭାବି ଆତଙ୍କିତ ହୋଇପଡିଛନ୍ତି। ଏହି କୀଟ ବାଡିବଗିଚାରେ ଥିବା ପନିପରିବା ଗଛର ପତ୍ରକୁ ଖାଇ ସଂମ୍ପୂଣ୍ଣ ଲଣ୍ଡା କରିଦେଉଥିବା କୁହାଯାଉଛି।
ଆଗକୁ ଧାନ, କପା, ଓ ଅନ୍ୟାନ୍ୟ ପନିପରିବା ଚାଷ ଆରମ୍ଭ ହେବାକୁ ଥିବାବେଳେ ଏଭଳି ଲକ୍ଷାଧିକ କୀଟଙ୍କୁ ନେଇ ଚିନ୍ତାରେ ଚାଷୀକୂଳ। ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଚଳକୀ, କର୍ଲା, ଜଏଁତରା, ଜାମିଲିସର, ବାଙ୍କେଲ. ଗୋବିନ୍ଦପୁର, ଖୁଜେନପାଲି, ହୀରାପୁର, ଆଦି ଗ୍ରାମର ଚାଷୀମାନେ ସରକାରଙ୍କୁ ଦାବି କରିଛନ୍ତି। ଏ ସମ୍ପର୍କରେ ମୁରିବାହାଲ ଏଏଓ ଅମ୍ରିତ ଲୁଗୁନ କହିଛନ୍ତି ଯେ, “ଏହି କୀଟ ପଙ୍ଗପାଳ ନୁହେଁ ଏକପ୍ରକାର ଝିଣ୍ଟିକା” । ଟିଟିଲାଗଡ ଜିଲ୍ଲା କୃଷି ଅଧିକାରୀ ବାଳକୃଷ୍ଣ ଗୌଡଙ୍କ ମତରେ ବର୍ତମାନ ଯାଏଁ ପଙ୍ଗପାଳ ଓଡିଶାକୁ ଆସିନାହାନ୍ତି।
BREAKING NEWS
- CJPର ଆନ୍ଦୋଳନ ପୂର୍ବରୁ ବିମାନରୁ ଅଭିଜିତଙ୍କୁ ଟେକିନେଲା ପୋଲିସ
- ଶକ୍ତିଶାଳୀ ଭୂକମ୍ପରେ ଥରିଲା ପାନାମା; ସୁନାମି ଆଲର୍ଟ ଜାରି…
- ମହଙ୍ଗା ପଡିଲା ସାପ ସହ ରିଲ୍ସ; ନାଗ ଚୋଟରେ ଗଲା ଯୁବକଙ୍କ ଜୀବନ
- ୯.୨୪ କୋଟିର ସରକାରୀ ପାଣ୍ଠି ଆତ୍ମସାତ୍; ଆଉ ୩ ଗିରଫ
- ଛାତ୍ର ସଂସଦ ନିର୍ବାଚନ ବାତିଲ ନେଇ ଭଦ୍ରକ କଲେଜରେ ସାଇନ୍ ଡାଏ
- Salman Khan: ଫ୍ୟାନ୍ସଙ୍କୁ ଚମକାଇଲେ ଭାଇଜାନ୍! ହାଫ୍ ପ୍ୟାଣ୍ଟ ପିନ୍ଧି YouTubeରେ ଏଣ୍ଟ୍ରି କଲେ ସଲମାନ ଖାନ୍, ଛାଡ଼ିଦେବେ କି ଅଭିନୟ?
- ଦିଲ୍ଲୀ ମୁହାଁ CJP ସମର୍ଥକ; ଆନ୍ଦୋଳନ ଅଟକାଇବାକୁ ସମସ୍ତ ରାଜ୍ୟକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର କଡ଼ା ନିର୍ଦ୍ଦେଶ
- Vote Chori Proof: ସିଇସିଙ୍କ ଇସ୍ତଫା ଦାବିରେ ରାଷ୍ଟ୍ରପତିଙ୍କୁ ଭେଟିଲା ଇଣ୍ଡି ମେଣ୍ଟ, ଭୋଟ ଚୋରିର ପ୍ରମାଣ ମାଗିଲେ ମହାମହିମ, ରାହୁଲ କହିଲେ…
- Low Pressure: ବଙ୍ଗୋପସାଗରରେ ୧୩ରେ ଲଘୁଚାପ! ଭିଜିବ ଦଶହରା ନା ପାଗ ରହିବ ଶୁଖିଲା? ଆସିଲା ବଡ଼ ଅପଡେଟ୍
- SI Recruitment Scam: ଏସ୍ଆଇ ନିଯୁକ୍ତି ଦୁର୍ନୀତିରେ ଇଡିର ବଡ଼ ଆକ୍ସନ୍! କୋଟି କୋଟି ଟଙ୍କାର ମନି ଟ୍ରେଲ୍ ଖୋଜୁଛି ତଦନ୍ତକାରୀ ସଂସ୍ଥା, ମୁନା ମହାନ୍ତିଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ରେଡ୍

Comments are closed.