Latest Odisha News

ପୁତୁରାର ଗୁଳି ମାଡ଼଼ରେ ଖୁଡ଼ି ଗୁରୁତର

ସୁବର୍ଣ୍ଣପୁର: ପୁତୁରାର ଗୁଳି ମାଡ଼଼ରେ ଖୁଡ଼ି ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ପଦରପଡ଼ାରେ । ପୁତୁରା ଦେବପ୍ରକାଶ, ପଞ୍ଚାନନଙ୍କ ପତ୍ନୀ ଅନିମା ମହାପାତ୍ରଙ୍କୁ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି ।

ଗୁରୁତର ଅନିମାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ତେବେ କାହିଁକି ପୁତୁର ଦେବପ୍ରକାଶ ଗୁଳିମାଡ଼ କଲା ଜଣାପଡ଼ିନାହିଁ । ତରଭା ପୋଲସ ପୁତୁରା ଦେବପ୍ରକାଶଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Leave A Reply

Your email address will not be published.