Latest Odisha News

BREAKING NEWS

ରାଜଧାନୀରେ ଧରାପଡ଼ିଲା ଦେହ ବ୍ୟବସାୟ, ୩ ବଙ୍ଗୀୟ ଯୁବତୀ ଉଦ୍ଧାର

ଭୁବନେଶ୍ୱର: ଦୁଇଦିନ ପୂର୍ବରୁ ଯାଜପୁରରେ ଚାଞ୍ଚଲ୍ୟକର ସେକ୍ସ ର‌୍ୟାକେଟ ଠାବ ହେବା ପରେ ବୁଧବାର ଦିନ ରାଜଧାନୀର ବରମୁଣ୍ଡା ଅଞ୍ଚଳର ଏକ ଲଜରେ ଦେହ ବ୍ୟବସାୟ ଧରାପଡ଼ିଛି । ଦେହ ବ୍ୟବସାୟରେ ସମ୍ପୃକ୍ତ ରହିଥିବା ୩ଜଣ ବଙ୍ଗୀୟ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଛି ।

ଏହି ଦେହ ବ୍ୟବସାୟ ହେଉଥିବା ଲଜର ମାଲିକଙ୍କୁ ଖଣ୍ଡଗିରି ପୋଲିସ ଗିରଫ କରି ପଚରା ଉଚରା କରୁଛି ।

 

ଘଟଣାରେ ସଂପୃକ୍ତ ମହିଳାମାନଙ୍କ ଘର ପଶ୍ଚିମବଙ୍ଗରେ ଏବଂ ଏମାନଙ୍କ ସହିତ ଅନ୍ୟ ଦୁଇଜଣ ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ଥାନାରେ ଅଟକ ରଖି ପଚାରଉଚରା କରୁଛି ।

Leave A Reply

Your email address will not be published.