Latest Odisha News

BREAKING NEWS

ଅର୍ଥମନ୍ତ୍ରୀଙ୍କ ବଡ ଘୋଷଣା : ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ନଥିଲେ ମଧ୍ୟ କୌଣସି ଶୁଳ୍କ ପଡିବ ନାହିଁ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଏଣିକି ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ନଥିଲେ ମଧ୍ୟ କୌଣସି ଶୁଳ୍କ ପଡିବ ନାହିଁ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ଘୋଷଣା କରିଛନ୍ତି ।

ଏଥି ସହିତ ଜିଏସ୍‌ଟି, ଆୟକର ରିଟର୍ଣ୍ଣ ଓ ଆଧାର-ପ୍ୟାନ୍ ସଂଯୋଗ ସମୟସୀମା ଜୁନ୍ ୩୦ ପର୍ଯ୍ୟନ୍ତ ବଢାଯାଇଥିବା ସେ ଘୋଷଣା କରିଛନ୍ତି । ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ ପୂର୍ବରୁ ରହିଥିବା ଏପ୍ରିଲ୍ ୩୦ ପରିବର୍ତ୍ତେ ଜୁନ୍ ୩୦ କୁ ଘୁଞ୍ଚାଇ ଦିଆଯାଇଛି ।

Leave A Reply

Your email address will not be published.