Latest Odisha News

ବିଜେଡି ପାଇଁ ତିର୍ତ୍ତୋଲରେ ଭୋଟ୍ ମାଗିବେ ଦାମୋଦର ରାଉତ

ଭୁବନେଶ୍ୱର: ବିଜେଡି ପାଇଁ ପ୍ରଚାର କରିବେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ । ତିର୍ତ୍ତୋଲରେ ବିଜେଡି ପ୍ରାର୍ଥୀ ବିଜୟ ବିଜୟ ଶଙ୍କର ଦାସଙ୍କ ପାଇଁ ଭୋଟ୍ ମାଗିବେ । କାଲି ସେ ତିର୍ତ୍ତୋଲ ଯିବେ । ଏନେଇ ସୂଚନା ଦେଇଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ ।

ବିଜେଡିକୁ ଭୋଟ ଦେବା ପାଇଁ ତିର୍ତ୍ତୋଲବାସୀଙ୍କୁ କହିବେ ବୋଲି କହିଛନ୍ତି ଦାମୋଦର ରାଉତ । ଏହାସହ ସେ କହିଛନ୍ତି, ବିଜେଡି ଭଲ ବ୍ୟବଧାନରେ ବିଜୟୀ ହେବ । ତିର୍ତ୍ତୋଲ ସହ ବାଲେଶ୍ୱର ସଦର ଉପନିର୍ବାଚ ଆସନରେ ବି ବିଜେଡି ଜିତିବ ବୋଲି କହିଛନ୍ତି ଦାମୋଦର ରାଉତ ।

Leave A Reply

Your email address will not be published.