Latest Odisha News

BREAKING NEWS

ବିଜେପି ଛାଡି କଂଗ୍ରେସରେ ଯୋଗ ଦେଲେ ଦେବାଶିଷ ନାୟକ

ଭୁବନେଶ୍ବର: ପୁଣି ଦଳ ଡେଇଁଲେ ଦେବାଶିଷ ନାୟକ । ବିଜେପି ଛାଡି କଂଗ୍ରେସ ରେ ଯୋଗ ଦେଲେ ଦେବାଶିଷ । ସେ ଫେବୃଆରୀ ୨୫ ରେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ ।

BjdElectrycity

ମାତ୍ର ୨ ମାସ ୯ ଦିନପରେ ବିଜେପି ଛାଡି କଂଗ୍ରେସରେ ସାମିଲ ହୋଇଛନ୍ତି ଦେବାଶିଷ । ବରୀରୁ ବିଜେପି ଟିକେଟ ଆଶାୟୀ ଥିଲେ ଦେବାଶିଷ କିନ୍ତୁ ତାଙ୍କୁ ଟିକେଟ ମିଳିନଥିଲା  । ଫଳରେ ଏବେ ପଦ୍ମ ପରେ ହାତ ଧରିଲେ ଦେବାଶିଷ ନାୟକ । କହିଲେ ଲୋକ ମୋର ବଳ, ଦଳ ଦରକାର ନାହିଁ ।

Leave A Reply

Your email address will not be published.