Latest Odisha News

BREAKING NEWS

ଆରପାରିରେ ପୂର୍ବତନ ତଲସରା ବିଧାୟକ ଗଙ୍ଗାଧର ପ୍ରଧାନ

ରାଉରକେଲା : ପୂର୍ବତନ ତଲସରା ବିଧାୟକ ଗଙ୍ଗାଧର ପ୍ରଧାନଙ୍କ ଚିକିତ୍ସାଧିନ ଅବସ୍ଥାରେ ଗୁରୁବାର ଦିନ ସୁନ୍ଦରଗଡ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ଘଟିଛି ।

ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା।

ପ୍ରାପ୍ତ ସୂଚନାନୁଯାୟୀ ସେ ଜଗଦାସ୍ଥିତ ସିଡବ୍ଲୁଏସ୍ ହସ୍ପିଟାଲରେ ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଦିନ ତାଙ୍କର ଦେହାନ୍ତ ଘଟିଛି।

Leave A Reply

Your email address will not be published.