Latest Odisha News

BREAKING NEWS

ପୁଣି ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା

ବାଲ୍ଟିମୋର: ବାଲ୍ଟିମୋରରେ ଥିବା (ଇସ୍କନ୍) ପାରମ୍ପରିକ ଭାବରେ ନିର୍ଦ୍ଧାରିତ କ୍ୟାଲେଣ୍ଡରକୁ ଉଲ୍ଲଂଘନ କରି ମେ ୩୦ ତାରିଖରେ ରଥଯାତ୍ରା ଆୟୋଜନ କରିଛି। ଯାହାକୁ ନେଇ ଲକ୍ଷ ଲକ୍ଷ ଜଗନ୍ନାଥ ଭକ୍ତ ଏବଂ ଓଡ଼ିଆ ପ୍ରବାସୀମାନେ ନିନ୍ଦା କରିଛନ୍ତି।

ପ୍ରାଚୀନ ଶାସ୍ତ୍ର ଏବଂ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଦୀର୍ଘକାଳୀନ ପ୍ରଥା ଅନୁସାରେ ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱୀତିୟାରେ ପାଳନ କରାଯାଏ। ଯାହା ହିନ୍ଦୁ ଚନ୍ଦ୍ର ମାସ ଆଷାଢ଼ର ଶୁଭ ପକ୍ଷର ଦ୍ୱିତୀୟ ଦିନ। ଚଳିତ ବର୍ଷ ଏହା ଜୁଲାଇ ୧୬ରେ ପାଳନ କରାଯିବା ନେଇ ଧାର୍ଯ୍ୟ କରାଯାଇଛି।

 

Comments are closed.