ଶ୍ରୀମଦ ଭାଗବତ ପାରାୟଣ ପ୍ରବଚନ ମହାଯଜ୍ଞ ଆୟୋଜିତ
ପୁରୀ:ଝାଞ୍ଜପିଟା ମଠ ଆନୁକୂଲ୍ୟରେ ମାର୍ଚ୍ଚ ୭ରୁ ୧୧ ପର୍ଯ୍ୟନ୍ତ ଚବିଶପ୍ରହର ବ୍ୟାପି ଅଖଣ୍ଡ ନାମସଂକୀର୍ତନ ସହ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କର ୫୩୫ତମ ଶୁଭ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହେଉଛି । ଶ୍ରୀଜଗନ୍ନାଥ ମନ୍ଦିର ସିଂହଦ୍ୱାର ନିକଟରେ ଏହି ଭକ୍ତିମୟ କାର୍ଯ୍ୟକ୍ରମ ଆୟୋଜିତ ହେଇଛି । ପଣ୍ଡିତ…