Latest Odisha News

BREAKING NEWS

୪୦ ଦେଶର ମିଳିତ ନୌସେନା ଅଭ୍ୟାସ ବାତିଲ

ନୂଆଦିଲ୍ଲୀ: ୪୦ ଦେଶର ମିଳିତ ନୌସେନା ଅଭ୍ୟାସକୁ ଭାରତୀୟ ନୌସେନା ବାତିଲ କରି ଦେଇଛନ୍ତି । କରୋନା ଭାଇରସ ନିୟନ୍ତ୍ରଣକୁ ଆସୁ ନ ଥିବାରୁ ବାଧ୍ୟ ହୋଇ ଏହି ପଦକ୍ଷେପ ନିଆଯାଇଛି । ବିଶାଖପଟନମ ସମୁଦ୍ର କୂଳରେ ମିଳନ ୨୦୨୦ ନାମକ ଏହି ସମର ଅଭ୍ୟାସ ୧୮ରୁ ୨୮ ମାର୍ଚ୍ଚ ମଧ୍ୟରେ ଆୟୋଜିତ ହେବାର ଥିଲା…

ଟୋକିଓ ଅଲିମ୍ପିକ ଉପରେ କରୋନା ବିପଦ ଘନେଇଲା

ଟୋକିଓ : ଟୋକିଓ ଅଲିମ୍ପିକ୍ସ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ଆୟୋଜନ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏହାର ମୁଖ୍ୟ କାରଣ ହେଲା କରୋନା ଭାଇରସ । ଏହା ନିୟନ୍ତ୍ରଣକୁ ଆସୁ ନ ଥିବାରୁ ଆୟୋଜକ କାପାନ ଓ ଅଲିମ୍ପିକ କମିଟି ଚିନ୍ତା ପ୍ରକଟ କରିଛି । ଜୁଲାଇ ସୁଦ୍ଧା କରୋନାଭାଇରସ ସ୍ଥିତି ନ…

ପୂର୍ବତନ ବିଧାୟକ ବୀର ସିପକାଙ୍କ ପରଲୋକ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ବୀର ସିପକାଙ୍କ ନିଜ ଗ୍ରାମ ଗୋଳାମୁଣ୍ଡାସ୍ଥିତ ବାସଭବନରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । ଗତ କିଛିଦିନ ଧରି ସେ ଅସୁସ୍ଥ ରହିଥିଲେ । ସେ ୩ଥର ରାଜ୍ୟ…

ଦାହ ସଂସ୍କାର ବେଳେ ମହୁମାଛି ଆକ୍ରମଣ: ୧୨ ଆହତ

ଭୋପାଲ: ବିକାଶଖଣ୍ଡ ଗ୍ରାମରେ ଜଣେ ମହିଳାଙ୍କ ଦାହ ସଂସ୍କାର କରିବା ପାଇଁ ଯାଇଥିବା ୫୦ ବ୍ୟକ୍ତିଙ୍କ ଉପରେ ମହୁମାଛି ଆକ୍ରମଣ କରିଛି । ଏଥିରେ ୧୨ ଲୋକ ବେହୋଶ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରାଯାଇଛି । ସରପଂଚ ରାମଦୟାଲ ହଡପାଚେଙ୍କ କହିବା ଅନୁସାରେ, ସ୍ଥାନୀୟ…

ଆସନ୍ତୁ ଜାଣିବା କାହିଁକି ଛୋଟ ପିଲାଙ୍କ ନିଦ ହଜୁଛି !

ଭୁବନେଶ୍ୱର: ଏବେ ସବୁ ବାପାମାଆଙ୍କ ଅଭିଯୋଗ ତାଙ୍କ ପିଲା ଠିକ୍‌ରେ ଶୋଉ ନାହାନ୍ତି କି ସେମାନଙ୍କୁ ନିଦ ଆସୁନି । ବିଶେଷ କରି ୫ ବର୍ଷରୁ କମ୍ ପିଲା ଏହି ସମସ୍ୟାରେ ପଡୁଛନ୍ତି । ଆମେରିକାର ଜଣେ ଖ୍ୟାତନାମା ଡାକ୍ତର କ୍ୟାଥେରିନ୍ ହିଲ୍ ୩୦,୦୦୦ରୁ ଅଧିକ ପିଲାଙ୍କୁ ନେଇ ଅଧ୍ୟୟନ କରିଥିଲେ ।…

ମହିଳା ଟି୨୦ ବିଶ୍ୱକପ କ୍ରିକେଟ ସେମିଫାଇନାଲରେ ଭାରତ-ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା

ମେଲବୋର୍ଣ୍ଣ:ଚଳିତ ମହିଳା ଟି୨୦ ବିଶ୍ୱକପ କ୍ରିକେଟର ସେମି ଫାଇନାଲ ଲାଇନଅପ୍ ଚୂଡାନ୍ତ ହୋଇଛି । ଗୁରୁବାର ଭାରତ-ଇଂଲଣ୍ଡ ଓ ଦକ୍ଷିଣଆଫିକା-ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ । ୨ଟି ଯାକ ମ୍ୟାଚ ସିଡନୀ ଗ୍ରାଉଣ୍ଡରେ ଖେଳାଯିବ । ମଙ୍ଗଳବାର ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ ମଧ୍ୟରେ…

୧୩ ବର୍ଷ ପରେ ରଣଜୀ ଫାଇନାଲରେ ବେଙ୍ଗଲ

କୋଲକାତା: ପେସ୍ ବୋଲର ମୁକେଶ କୁମାରଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ ବଳରେ ବେଙ୍ଗଲ ଟିମ୍ ୧୩ ବର୍ଷ ପରେ ଫାଇନାଲରେ ପ୍ରବେଶ କରିଛି । ରଣଜୀ ଟ୍ରଫି ସେମିଫାଇନାଲରରେ କର୍ଣ୍ଣାଟକାକୁ ୧୭୪ ରନରେ ପରାସ୍ତ କରିଥିଲା। ବେଙ୍ଗଲ ଦ୍ୱାରା ଧାର୍ୟ୍ୟ ୩୫୨ ରନର ଲକ୍ଷ୍ୟର ପିଛା କରୁଥିବା…

ପୁଲୱାମା ଆକ୍ରମଣ: କାଶ୍ମୀରରୁ ବାପ-ଝିଅଙ୍କୁ ଗିରଫ କଲା ଏନଆଇଏ

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପୁଲୱାମାରେ ଗତବର୍ଷ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଯାଂଚ କରୁଥିବା ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ)କୁ ବଡ ସଫଳତା ମିଳିଛି । ଆତଙ୍କବାଦୀଙ୍କୁ ନିଜ ଘରେ ଆଶ୍ରୟ ଦେଇଥିବା ଅଭିଯୋଗରେ ବାପ-ଝିଅଙ୍କୁ ଏନଆଇଏ ଗିରଫ କରିଛି । ଆତଙ୍କବାଦୀଙ୍କୁ ସହାୟତା କରିଥିବା…

କୋରାପୁଟରେ ସ୍କୁଲ ନିକଟରୁ ସ୍ଥାନାନ୍ତରିତ ହେବ ବିଦ୍ୟୁତ ଲାଇନ୍‌

ଜୟପୁର: ସ୍କୁଲ ପିଲାମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ଅସୁରକ୍ଷିତ ବିଦ୍ୟୁତ ଲାଇନ ଏବଂ ଭିତ୍ତିଭୂମି ବିଦ୍ୟାଳୟ ନିକଟବର୍ତ୍ତୀ ସ୍ଥାନରୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛି। ମିଳିଥିବା ସୂଚନାନୁଯାୟୀ, ଏହି ବିଦ୍ୟୁତ୍ ଲାଇନ ସ୍ଥାନାନ୍ତରିତ…

କରୋନା ପାଇଁ ଭିସା କଟକଣା: ଏହି ୪ଟି ଦେଶର ଭିସା ବାତିଲ କଲା ଭାରତ

ନୂଆଦିଲ୍ଲୀ: ଚୀନରୁ ବ୍ୟାପିଥିବା କରୋନା ଭାଇରସକୁ ନେଇ ଭାରତ ସତର୍କ ହୋଇଯାଇଛି । ପ୍ରାୟ ୬୦ଟି ରାଷ୍ଟ୍ରକୁ ବ୍ୟାପି ସାରିଥିବା କରୋନା ଭାଇରସ ଭୟାବହ ରୂପ ଧାରଣ କରୁଛି । ମଙ୍ଗଳବାର ଦିନ ଉତ୍ତର ପ୍ରଦେଶର ନୋଏଡା ଓ ଆଗ୍ରାରେ କରୋନା ଭାଇରସ ସମ୍ବନ୍ଧିତ କିଛି ମାମଲା ସାମନାକୁ ଆସିଛି । ଯାହା ପରେ…