Latest Odisha News

BREAKING NEWS

୪୦ ଦେଶର ମିଳିତ ନୌସେନା ଅଭ୍ୟାସ ବାତିଲ

ନୂଆଦିଲ୍ଲୀ: ୪୦ ଦେଶର ମିଳିତ ନୌସେନା ଅଭ୍ୟାସକୁ ଭାରତୀୟ ନୌସେନା ବାତିଲ କରି ଦେଇଛନ୍ତି । କରୋନା ଭାଇରସ ନିୟନ୍ତ୍ରଣକୁ ଆସୁ ନ ଥିବାରୁ ବାଧ୍ୟ ହୋଇ ଏହି ପଦକ୍ଷେପ ନିଆଯାଇଛି । ବିଶାଖପଟନମ ସମୁଦ୍ର କୂଳରେ ମିଳନ ୨୦୨୦ ନାମକ ଏହି ସମର ଅଭ୍ୟାସ ୧୮ରୁ ୨୮ ମାର୍ଚ୍ଚ ମଧ୍ୟରେ ଆୟୋଜିତ ହେବାର ଥିଲା ।

ଭାରତର ଏହି ପଦକ୍ଷେପକୁ ସାମିଲ ହେବାକୁ ଥିବା ଦେଶଗୁଡିକ ସମର୍ଥନ ଦେଇଛନ୍ତି । ସେମାନେ ମଧ୍ୟ ଏଥିରେ ସାମିଲ ହେବା ନେଇ ଦ୍ୱନ୍ଦ୍ୱରେ ଥିଲେ ।

Leave A Reply

Your email address will not be published.