Latest Odisha News

BREAKING NEWS

ବକ୍ସର ସୁମିତଙ୍କ ବାସନ୍ଦ ଦଣ୍ଡାଦେଶ ଉଠିଲା

ନୂଆଦିଲ୍ଲୀ: ଭାରତର ଷ୍ଟାର ବକ୍ସର ସୁମିତ ସାଙ୍ଗୱାନଙ୍କ ଉପରୁ ନ୍ୟାଶନାଲ ଆଂଟି ଡୋପିଂ ଏଜେନ୍ସି(ନାଡା)୧ ବର୍ଷର ପ୍ରତିବନ୍ଧ ଉଠାଇ ଦେଇଛି । ସୁମିତ ଅଜାଣତରେ ନିଷିଦ୍ଧ ଡ୍ରଗ୍ସ ସେବନ କରିଛନ୍ତି ବୋଲି ନାଡା ରିପୋର୍ଟରେ ଉଲ୍ଲେଖ କରିଛି । ଡୋପ ଟେଷ୍ଟରେ ଧରାପଡିବା ପରେ ତାଙ୍କୁ ବର୍ଷେ ବାସନ୍ଦ…

ଦିଲ୍ଲୀ ହିଂସା ପଛରେ ବାଂଲାଦେଶୀ ନାଗରିକ !

ନୂଆଦିଲ୍ଲୀ:ଦିଲ୍ଲୀର ଉତର-ପୂର୍ବାଂଚଳରେ କାହିଁକି ଏ ଭଳି ହିଂସା କାଣ୍ଡ ଘଟିଲା ସେଥିନେଇ ପୋଲିସ ତଦନ୍ତ ଜୋର ସୋରରେ ଚଲାଇଛି । ଏହା ମଧ୍ୟରେ ପୋଲିସ ବାଂଲାଦେଶୀ ଅନୁପ୍ରବେଶଙ୍କ ଏଥିରେ ହାତ ଥିବା ସନେ୍ଦହ କରିଛି । ତେବେ ଏ ନେଇ କୌଣସି ସ୍ପଷ୍ଟ କରାଯାଇ ନାହିଁ । ହିଂସା ହୋଇଥିବା ଅଂଚଳଗୁଡିକରେ…

ଦୁବାଇରେ ଟାୱେଲ ପିନ୍ଧି ବୁଲିଲେ ହ୍ରିତିକ୍

ଦୁବାଇ: ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନ ଦୁବାଇରେ ଟାୱେଲ ପିନ୍ଧି ବୁଲି ଏବେ ଚର୍ଚ୍ଚାରେ । ତାଙ୍କର ଏହି ଫଟୋ ସୋସିଆଲ ନେଟୱର୍କିଂ ସାଇଟରେ ଶେୟାର ହେବା ପରେ ଏହା ଏବେ ଭାଇରାଲ ହୋଇଛି । ସେ ଫଟୋ ତଳେ ଲେଖିଛନ୍ତି ଏହି ଷ୍ଟାଇଲ ରଣବୀର ସିଂଙ୍କଠାରୁ ପ୍ରେରିତ । ସବୁଠାରୁ ମଜା କଥା ଟାୱେଲ…

ବନ୍ଦ ହେବ ଓଡ଼ିଶାର ଆହୁରି ୧୦ଟି ଦୂରଦର୍ଶନ ରିଲେ କେନ୍ଦ୍ର

ଭଞ୍ଜନଗର: ଦୂରଦର୍ଶନର ଦଶଟି ସ୍ୱଳ୍ପ ଶକ୍ତି ପରିବହନ କେନ୍ଦ୍ର ଛଅ ସପ୍ତାହ ମଧ୍ୟରେ ବନ୍ଦ ହେବ। ଗତ ଫେବୃଆରୀ ୨୪ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଏହି କେନ୍ଦ୍ରଗୁଡ଼ିକ ମଧ୍ୟରେ ରହିଛି ଭଞ୍ଜନଗର, ଆନନ୍ଦପୁର, ବ୍ରଜରାଜନଗର, ଦଶରଥପୁର,…

କରୋନା ଭାଇରସକୁ ନେଇ ସମ୍‌ରେ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ସାରା ବିଶ୍ୱ ଏବେ କରୋନା ଭାଇରସ୍‌କୁ ନେଇ ଆତଙ୍କିତ । କରୋନା ଭାଇରସ୍ ଆକ୍ରାନ୍ତଙ୍କର ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଏଦିଗରେ ସମସ୍ତେ ସଚେତନ ହେବା ଜରୁରୀ । ଏହାକୁ ଦୃଷ୍ଟିରେ ରଖି ଶିକ୍ଷା ଓ ଅନୁସନ୍ଧାନ (ଡିମଡ ବିଶ୍ୱବିଦ୍ୟାଳୟ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍…

ପୁରୀ ସହରକୁ ଭିକାରୀ ମୁକ୍ତ କରିବା ପାଇଁ ‘ନୀଳାଦ୍ରି ନିଳୟ’ ଯୋଜନା

ପୁରୀ: ତୀର୍ଥକ୍ଷେତ୍ର ପୁରୀକୁ ଭିକାରୀ ମୁକ୍ତ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଅତିଶୀଘ୍ର ଏକ ଯୋଜନା ଆରମ୍ଭ କରିବେ । ଯାହାର ନାଁ ହେଉଛି ‘ନୀଳାଦ୍ରି ନିଳୟ ଯୋଜନା’ । ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସଶକ୍ତିକରଣ ଓ ସାମାଜିକ ସୁରକ୍ଷା ବିଭାଗର ସହାୟତାରେ ଏହି ଯୋଜନା ଆରମ୍ଭ ହୋଇଛି ।…

ସୁଲତାନ ଆଜଲାନ ଶାହ କପ ହକି ଟୁର୍ଣ୍ଣାମେଂଟ ବାତିଲ

ନୂଆଦିଲ୍ଲୀ: କରୋନା ଭାଇରସ ଆତଙ୍କ ଯୋଗୁ ଆଜଲାନ ଶାହ କପ ହକି ଟୁର୍ଣ୍ଣାମେଂଟ ବାତିଲ ହୋଇଯାଇଛି । ଏହାର ଆୟୋଜକ ମାଲେସିଆ ସୋମବାର ଏହି ଘୋଷଣା କରିଛି । ସେପ୍ଟେମ୍ବରରେ ଏହା ପୁନଃ ଆୟୋଜିତ ହେବ । ସେହିପରି କତାର ମଟୋର ଗ୍ରାଁପ୍ରି ମଧ୍ୟ ରଦ୍ଧ କରାଯାଇଛି । କରୋନା ଭାଇରସ ଆତଙ୍କ ଯୋଗୁ…

ଆର୍ମି (ମେଡିକାଲ୍‌)ର ଲେଫ୍ଟନାଣ୍ଟ ଜେନେରାଲ୍ ହେଲେ ପ୍ରଥମ ଓଡିଆ

ବ୍ରହ୍ମପୁର: ପ୍ରଥମ ଓଡିଆ ଭାବେ ଆର୍ମି (ମେଡିକାଲ୍‌)ର ଲେଫ୍ଟନାଣ୍ଟ ଜେନେରାଲ୍ ଦାୟିତ୍ୱ ନେଇଛନ୍ତି ସଞ୍ଜୟ ଦର୍ଶନ ବେହେରା । ଶ୍ରୀ ବେହେରା ହେଉଛନ୍ତି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ରାଧାକୃଷ୍ଣ ସାହିର ମୂଳ ବାସିନ୍ଦା । ସେ ଆର୍ମି(ମେଡିକାଲ୍‌)ର ମେଜର ଜେନେରାଲରୁ ପଦୋନ୍ନତି ପାଇଁ…

ଜାଲ ପ୍ରମାଣପତ୍ର ତିଆରି ଅଭିଯୋଗରେ ଦୁଇ ସ୍କୁଲ ଶିକ୍ଷକ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଆସ୍କାରେ ସରକାରୀ ନିଯୁକ୍ତି ପାଇଁ ନକଲି ବିଇଡି ପ୍ରମାଣପତ୍ର ତିଆରି କରିବା ଅଭିଯୋଗରେ ଦୁଇ ସରକାରୀ ସ୍କୁଲ ଶିକ୍ଷକଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଦ୍ୱୟ ହେଉଛନ୍ତି ଗୌରୀ ଶଙ୍କର ଜେନା ଓ ଦୟାନିଧି ପରିଡା । ଆସ୍କା ବ୍ଲକ ଶିକ୍ଷା ଅଧିକାରୀ କୃତିବାସ ବାରିକଙ୍କ…

ନୟାଗଡ଼ ଅସ୍ତ୍ରଶସ୍ତ୍ର ଲୁଟ୍ ଘଟଣାରେ ସମ୍ପୃକ୍ତ ମାଓବାଦୀଙ୍କ ଆତ୍ମସମର୍ପଣ

ବିଜାପୁର (ଛତିଶଗଡ): ନୟାଗଡ଼ରେ ୨୦୦୮ ମସିହାରେ ହୋଇଥିବା ଚର୍ଚ୍ଚିତ ଅସ୍ତ୍ରଶସ୍ତ୍ର ଲୁଟ୍ ଘଟଣାରେ ସମ୍ପୃକ୍ତ ଥିବା ଜଣେ ମାଓବାଦୀ ପୋଲିସ ନିକଟରେ ଆତ୍ମ ସମର୍ପଣ କରିଛନ୍ତି । ପୂର୍ବରୁ ସୋନୁ ନାମରେ ପରିଚିତ ମାଓବାଦୀ, ଯିଏକି ଶାମୁ ଓରଫ ସୋମୁ ଛଦ୍ମନାମରେ ପରିଚିତ ଥିଲେ ଏସପିଙ୍କ ନିକଟରେ…