Latest Odisha News

BREAKING NEWS

ବକ୍ସର ସୁମିତଙ୍କ ବାସନ୍ଦ ଦଣ୍ଡାଦେଶ ଉଠିଲା

ନୂଆଦିଲ୍ଲୀ: ଭାରତର ଷ୍ଟାର ବକ୍ସର ସୁମିତ ସାଙ୍ଗୱାନଙ୍କ ଉପରୁ ନ୍ୟାଶନାଲ ଆଂଟି ଡୋପିଂ ଏଜେନ୍ସି(ନାଡା)୧ ବର୍ଷର ପ୍ରତିବନ୍ଧ ଉଠାଇ ଦେଇଛି । ସୁମିତ ଅଜାଣତରେ ନିଷିଦ୍ଧ ଡ୍ରଗ୍ସ ସେବନ କରିଛନ୍ତି ବୋଲି ନାଡା ରିପୋର୍ଟରେ ଉଲ୍ଲେଖ କରିଛି । ଡୋପ ଟେଷ୍ଟରେ ଧରାପଡିବା ପରେ ତାଙ୍କୁ ବର୍ଷେ ବାସନ୍ଦ କରାଯାଇଥିଲା ।

ତେବେ ଆଗାମୀ ଟୋକିଓ ଅଲିମ୍ପିକ୍ସରେ ସେ କିନ୍ତୁ ଆଉ ଅଂଶଗ୍ରହଣ କରିପାରିବେ ନାହିଁ । ଅଲିମ୍ପିକ ଯୋଗ୍ୟତା ପାଇଁ ଆୟୋଜିତ ଟ୍ରାଏଲରେ ସେ ଭାଗ ନେଇପାରି ନ ଥିଲେ । ସୁମିତ ଏସିଆନ୍ ଗେମ୍ସରେ ରୌପ୍ୟ ପଦକ ଜିତିଥିଲେ ।

Leave A Reply

Your email address will not be published.