Latest Odisha News

BREAKING NEWS

କରୋନାକୁ ନେଇ ଚିନ୍ତାରେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ: ଗଲାଣି ପାଖାପାଖି ୩୦୦୦ ଜୀବନ

ଭୁବନେଶ୍ୱର: ବିଶ୍ବ ସ୍ତରରେ ବ୍ୟାପୁଥିବା କରୋନା ଭାଇରସକୁ ଦେଖି ଚିନ୍ତା ପ୍ରକଟ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏପର୍ଯ୍ୟନ୍ତ ଏହି ଭାଇରସ ଯୋଗୁଁ ପାଖାପାଖି ୩୦୦୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୫୦ରୁ ଅଧିକ ଦେଶକୁ ଏହା ସ୍ୱର୍ଶ କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ…

ଆଜିଠାରୁ ଟ୍ରାଫିକ ନିୟମ କଡ଼ାକଡ଼ି; କାଗଜପତ୍ର ଲାଗି ଆରଟିଓ ଅଫିସରେ ଭିଡ଼

ଭୁବନେଶ୍ୱର: ଆଜିଠାରୁ ଗାଡ଼ି କାଗଜପତ୍ର, ଡ୍ରାଇଭିଂ ଲାଇସେନ୍ସ, ଇନ୍ସୁରାନ୍ସ ଓ ପଲ୍ୟୁସନ ଭଳି ସମସ୍ତ ଆଇନ ଉଲଂଘନ କ୍ଷେତ୍ରରେ ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯିବ । ହେଲମେଟ ଠାରୁ ଆରମ୍ଭ କରି ସଡ଼କ ନିରାପତ୍ତା ଓ ଟ୍ରାଫିକ ନିୟମ ଉଲଂଘନକାରୀଙ୍କ ଠାରୁ ଜୋରିମାନା ଆଦାୟ କରିବାକୁ…

ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତି ସୁଯୋଗ ନିମନ୍ତେ ପଦକ୍ଷେପ; ୬୯୨୩.୨୬ କୋଟି ଟଙ୍କାର ୩ପ୍ରକଳ୍ପକୁ ହାଇଲେଭୁଲ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୨୨ତମ ହାଇଲେଭଲ୍ କ୍ଲିୟରାନ୍ସ ଅଥେିାରିଟୀ(ଏଚ୍‌ଏଲସିଏ) ବୈଠକରେ ତିନୋଟି ପ୍ରସ୍ତାବକୁ ନିତୀଗତ ଅନୁମୋଦନ ମିଳିଛି । ଏହି ୩ଟି ପ୍ରକଳ୍ପରେ ସମୁଦାୟ ୬୯୨୩.୨୬ କୋଟି ଟଙ୍କା ପୁଞ୍ଜିବିନିଯୋଗରେ ୪୬୩୮ ଲୋକଙ୍କ ପାଇଁ…

କଡାକଡ଼ି ହେବ ଯୁକ୍ତଦୁଇ ପରୀକ୍ଷା: ପ୍ରଶ୍ନପତ୍ରରେ ଚିହ୍ନ ମାରିଲେ କରାଯିବ ବୁକ୍ !

ଭୁବନେଶ୍ୱର: ମାର୍ଚ୍ଚ ୩ରୁ ଯୁକ୍ତଦୁଇ ପରୀକ୍ଷା ଆରମ୍ଭ । ତେବେ ଚଳିତବର୍ଷ ପରୀକ୍ଷାକେନ୍ଦ୍ରଗୁଡିକରେ ନିୟମ କଡାକଡ଼ି କରାଯିବ । ଏଥିପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ନିୟମାବଳୀ । ଚଳିତବର୍ଷ ପରୀକ୍ଷାକେନ୍ଦ୍ର ଭିତରକୁ ମୋବାଇଲ ଏବଂ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣକୁ ସମ୍ପୂର୍ଣ୍ଣ ନିଷେଧ…

୨୮ ପୌର ପ୍ରଶାସନ ସେବା ଓ ୧୨ ପୌର ଯୋଜନା ସେବା ଅଧିକାରୀଙ୍କୁ ନିଯୁକ୍ତ ପତ୍ର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ଉନ୍ନତି ଭବନରେ ଏକ ରାଜ୍ୟ ସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ପୌର କ୍ୟାଡରଭୁକ୍ତ ନୂତନ ଭାବେ ଓପିଏସସି ଦ୍ୱାରା ଚୟନ ହୋଇଥିବା ୨୮ ଜଣ ଓଡିଶା ପୌର ପ୍ରଶାସନ ସେବା ଅଧିକାରୀ ଏବଂ ୧୨ ଜଣ ଓଡିଶା ପୌର ଯୋଜନା ସେବା ଅଧିକାରୀଙ୍କୁ ନିଯୁକ୍ତ ପତ୍ର ହସ୍ତାନ୍ତ କରିଛନ୍ତି । ଏହି…

କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହ ପ୍ରସଙ୍ଗ: ପର୍ଯ୍ୟାୟ କ୍ରମେ ବାଲି କାଢିବ ଏଏଏଆଇ

କୋଣାର୍କ: ବହୁ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରେ ଥିବା ବାଲି କାଢିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି । ଭାରତୀୟ ପ୍ରତ୍ନତାତ୍ୱିକ ସର୍ଭେ ବିଭାଗ (ଏଏସଆଇ) ଏହି ଗର୍ଭଗୃହରୁ ବାଲି କାଢିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି । କୋଣାର୍କ ସୂର୍ଯ୍ୟ…

‘ଟାଇମ୍ସ ବିଜନେସ୍ ଆୱାର୍ଡ ୨୦୨୦’ରେ ସମ୍ମାନିତ ହେଲେ ଡା.ବିଜୟ କୁମାର ସାହୁ

ଭୁବନେଶ୍ୱର: ଓଡିଶାର ଶିକ୍ଷା କ୍ଷେତ୍ରରେ ବିକାଶ ଦିଗରେ ଅବଦାନ ପାଇଁ ଡା.ବିଜୟ କୁମାର ସାହୁଙ୍କୁ ଟାଇମ୍ସ ଅଫ୍ ଇଣ୍ଡିଆ ତରଫରୁ ‘ଟାଇମ୍ସ ବିଜନେସ ଆୱାର୍ଡ ୨୦୨୦’ ପୁରସ୍କାରରେ ସମ୍ମାନିତ କରାଯାଇଛି । ଓଡିଶାର ଗୃହ, ଶକ୍ତି, ଉଦ୍ୟୋଗ ଓ ସୂକ୍ଷ୍ମ, ଲଘୁ, ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଦିବ୍ୟଶଙ୍କର…

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସୋଆର ନୂଆ ପ୍ରୟାସ: ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେଲା ସମ୍ମମ୍

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବାକୁ ଲୋକାଭିମୁଖୀ କରିବା ପାଇଁ ଶିକ୍ଷା ଓ ଅନୁସନ୍ଧାନ ପକ୍ଷରୁ ଆଉ ଏକ ବଡ଼ ପ୍ରୟାସ ଆରମ୍ଭ କରାଯାଇଛି । ସ୍ୱାସ୍ଥ୍ୟ ସେବା ଓ ବୃତିଗତ ଶିକ୍ଷା କ୍ଷେତ୍ରରେ ପୂର୍ବ ଭାରତରେ ଅଗ୍ରଣୀ ଭୂମିକା ନେଇଥିବା ଶିକ୍ଷା ଓ ଅନୁସନ୍ଧାନ ଦ୍ୱାରା ଏଠାରେ ପରିଚାଳିତ ୱାନ୍‌-ଷ୍ଟପ୍‌,…

ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସରେ ଦୂତିଙ୍କ ସ୍ୱର୍ଣ୍ଣ

ଭୁବନେଶ୍ୱର: ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସରେ ଓଡିଶାର ମହିଳା ଦୌଡାଳୀ ଦୂତି ଚାନ୍ଦ ୧୦୦ ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ କିଟ୍ ୟୁନିଭରସିଟି ପକ୍ଷରୁ ପ୍ରତିନିଧିତ୍ୱ କରିବା ସହ ୧୧.୪୯ ସେକେଣ୍ଡରେ ରେସ୍ ସମ୍ପୂର୍ଣ୍ଣ କରି ନୂତନ ୟୁନିଭରସିଟି ରେକର୍ଡ ସ୍ଥାପନ କରିଛନ୍ତି ।…

ଅଦାଲତଙ୍କ ସମସ୍ତ ନିର୍ଦ୍ଦେଶକୁ ତୁରନ୍ତ ପାଳନ କରିବାକୁ ମୁଖ୍ୟଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀଙ୍କ ସହ ୫ଜଣ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ୬ଟି ସ୍ଥାନରେ ଏହି ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଅଦାଲତର ୩ୟ ଦିବସରେ ଫଇସଲା ହୋଇଛି ମୋଟ୍ ୩୯୯ଟି କେସ୍‌ । ମିଳିଥିବା ସୂଚନାନୁଯାୟୀ କଳାହାଣ୍ଡି, ବାଲେଶ୍ୱର,…