ଗ୍ରୁପ-୩ କର୍ମଚାରୀଙ୍କ ପଦୋନ୍ନତି ପାଇଁ ସିସିଆର ଅନାବଶ୍ୟକ: ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର: ଏଣିକି ଗ୍ରୁପ-୩ କର୍ମଚାରୀଙ୍କ ଲାଗି ଦରକାର ପଡିବନି ସିସିଆର୍ । କେବଳ ଉପରିସ୍ଥ ଅଧିକାରୀ ସୁପାରିଶ କରିଦେଲେ ହୋଇଯିବ ପଦୋନ୍ନତି । ଏନେଇ ଗୁରୁବାର ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟରେ ଶୁଣାଣି ବେଳେ କର୍ମଚାରୀମାନେ…