Latest Odisha News

ମନ୍ଦିର ମାଟିତଳୁ ମିଳିଲା ୧୭୧୬ କିଲୋଗ୍ରାମର ସୁନା

ତିରୁଚିରାପଲି: ତାମିଲନାଡୁର ତିରୁଚିରାପଲି ଜିଲାରେ ଥିବା ଜମ୍ବୁକେଶ୍ୱର ମନ୍ଦିର ମରାମତି କାର୍ଯ୍ୟ ଚାଲୁଥିବା ବେଳେ ମାଟି ତଳୁ ୧୭୧୬ କିଲୋଗ୍ରାମର ସୁନା ମିଳିଛି । ଏହାର ମୂଲ୍ୟ ୬୮ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ୭ଫୁଟ ଖୋଳା ହେବା ପରେ ୧୦୦୦ରୁ ୧୨୦୦ ବର୍ଷ ତଳର ଏହି ସ୍ୱର୍ଣ୍ଣ…

ଆସନ୍ତାକାଲି ପୂର୍ବାଂଚଳ ପରିଷଦ ବୈଠକ, ଯୋଗଦେବେ ଅମିତ ଶାହା

ଭୁବନେଶ୍ୱର: ଆସନ୍ତାକାଲି ତଥା ଶୁକ୍ରବାର ଭୁବନେଶ୍ୱରେ ଅନୁଷ୍ଠିତ ହେବ ପୂର୍ବାଂଚଳ ପରିଷଦ ବୈଠକ । କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ଏଥିରେ ଓଡିଶା, ବିହାର, ଝାଡଖଣ୍ଡ ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଯୋଗଦେବେ । ଏଥିସହ ଏହିସବୁ…

ଦିଲ୍ଲୀ ଦଙ୍ଗା ଶୁଣାଣି: ରାତାରାତି ବଦଳିଲେ ବିଚାରପତି

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ମାମଲାର ଶୁଣାଣି କରୁଥିବା ବିଚାରପତି ଏସ ମୁରଲିଧରଙ୍କ ବଦଳି ହୋଇଛି । ରାତାରାତି ତାଙ୍କୁ ବଦଳି କରାଯାଇଛି । ସିଏଏକୁ ନେଇ ଦିଲ୍ଲୀରେ ହିଂସା ଉଗ୍ର ରୂପ ନେଇଥିବା ବେଳେ ଏହାର ଶୁଣାଣି ସମୟରେ ଦିଲ୍ଲୀ ପୋଲିସକୁ ଭର୍ତ୍ସନା କରିଥିଲେ ଏସ ମୁରଲିଧର । ତାଙ୍କୁ ଦିଲ୍ଲୀ…

ଆପ୍ ନେତା ତାହିରଙ୍କ ଘରୁ ପେଟ୍ରୋଲ ବୋମା, ପଥର ଜବତ

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗାରେ ଏବେ ଆମ୍ ଆଦ୍‌ମୀ ପାର୍ଟି(ଆପ୍‌) ନେତାଙ୍କ ଭୂମିକା ସନ୍ଦେହଘେରକୁ ଆସିଛି । ଆପ ନେତା ତଥା କର୍ପୋରେଟର ତାହିର ହୁସେନଙ୍କ ଘରୁ ବହୁ ପରିମାଣରେ ପେଟ୍ରୋଲ ବୋମା ଏବଂ ପଥର ମିଳିଛି। ଦଙ୍ଗା ସମୟରେ ହୁସେନ ନାଲି ରଙ୍ଗର ସ୍ଵେଟର ପିନ୍ଧି ନିଜ ଘର ଛାତ ଉପରେ…

ଦିଲ୍ଲୀ ହିଂସା: ରାଷ୍ଟ୍ରପତିଙ୍କୁ ଭେଟିଲା କଂଗ୍ରେସ ପ୍ରତିନିଧି ଦଳ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ ନେଇ ବ୍ୟାପୁଥିବା ହିଂସା ଉଗ୍ର ରୂପ ନେଇଛି । ଏହାରି ଭିତରେ ଦିଲ୍ଲୀ ହିଂସାକୁ ନେଇ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି କଂଗ୍ରେସ ପ୍ରତିନିଧି ଦଳ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ମନମୋହନ ସିଂ, ଆନନ୍ଦ ଶର୍ମା, ରଣଦୀପ ସୁରଜେବାଲା…

ଆମେରିକା ବିୟର କମ୍ପାନୀରେ ଗୁଳିକାଣ୍ଡ: ୭ ମୃତ

ନ୍ୟୁୟର୍କ: ଆମେରିକାର ଏକ ବିୟର କମ୍ପାନୀରେ ହଠାତ୍ ଜଣେ ବ୍ୟକ୍ତି ଗୁଳିଚାଳନା କରିବା ଫଳରେ ୭ଜଣଙ୍କ ମୃତ୍ୟୁ ଘଟିଛି । ସୂଚନାନୁଯାୟୀ ମୋଲସନ କୁର୍ସ କମ୍ପ୍ଲେକ୍ସରେ ଜଣେ ଆତତାୟୀ ଅତର୍କିତ ଗୁଳିକରିବା ଆରମ୍ଭ କରିଦେଇଥିଲା । ଏଥିରେ  ୭ ଜଣ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି । …

ଲାଞ୍ଚ ନେଇ ଗିରଫ ହେଲେ ପ୍ରଧାନ ଶିକ୍ଷୟିତ୍ରୀ

ବାଙ୍କି: କଟକ ଜିଲ୍ଲାର ଏକ ବିଦ୍ୟାଳୟର ଜନୈକ ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମୀପ୍ରଭା ଶତପଥିଙ୍କ ବିରୋଧରେ ଲାଞ୍ଚ ନେବା ଅଭିଯୋଗରେ ଗୁରୁବାର ଦିନ ଖୋର୍ଦ୍ଧା ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି। ସେ ତୁଳସୀପୁରର ରଗଣୀ ସାହିରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭାବେ…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୭ ମୃତ

ଭବାନୀପାଟଣା/ରାୟଗଡ/ବ୍ରହ୍ମପୁର: ରାଜ୍ୟର ଭିନ୍ନଭିନ୍ନ ସ୍ଥାନରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ଘଟିଛି । ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତିରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ମଦନପୁର-ରାମପୁର ଥାନା ଅନ୍ତର୍ଗତ ଫାଫଶୀ ଛକ ନିକଟରେ ଦୁଇଟି ବାଇକ୍…

ଟି୨୦ ମହିଳା ବିଶ୍ୱକପ କ୍ରିକେଟ: ନ୍ୟୁଜିଲାଣ୍ଡକୁ ହରାଇ ଭାରତ ସେମିଫାଇନାଲରେ

ମେଲବୋର୍ନ: ଟି୨୦ ମହିଳା ବିଶ୍ୱକପ କ୍ରିକେଟର ଗୁରୁବାର ଅନୁଷ୍ଠିତ ରୋମାଂଚକ ମୁକାବିଲାରେ ଭାରତ ୪ ନ୍ୟୁଜିଲାଣ୍ଡକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୮ ଉଇକେଟ ହରାଇ ୧୩୩ ରନ କରିଥିଲା । ଶେଫାଳୀ ବର୍ମା ୪୬ ଓ ତାନିଆ ଭାଟିଆ ୨୩ ରନର ଇନିଂସ…

ଇନଷ୍ଟାଗ୍ରାମରେ ‘ଥ୍ୟାଙ୍କ ୟୁ ଇଣ୍ଡିଆ’ ଲେଖିଲେ ଇଭାଙ୍କା ଟ୍ରମ୍ପ; ଦେଖନ୍ତୁ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସପରିବାର ୨ ଦିନିଆ ଭାରତ ଗସ୍ତରେ ଆସି ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । https://www.instagram.com/p/B9ByUmnh9fD/?igshid=1t54p1g0g7evm ଏହି ଅବସରରେ ଭାରତ ଭ୍ରମଣରେ ଆସିଥିବା ଟ୍ରମ୍ପଙ୍କ ଝିଅ ଇଭାଙ୍କା…