Latest Odisha News

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୭-୦୨-୨୦୨୦ ଗୁରୁବାର ଆଜି ଦିନର ମହତ୍ତ୍ୱ  ଆଜି ହେଉଛି ୨୦୨୦ ମସିହା ଫେବୃୟାରୀ  ମାସ  ତା୨୭ ରିଖ ଗୁରୁବାର କୁମ୍ଭ ୧୫ ଦିନ   ଫାଲଗୁନ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି  ରେବତୀ   ନକ୍ଷତ୍ର  ମୀନ ଚନ୍ଦ୍ର  ଘାତ ବାର-:  ତୁଳା ଓ କୁମ୍ଭ ରାଶିର  ଘାତ ଚନ୍ଦ୍ର-: ଧନୁ ରାଶି…

ଦିଲ୍ଲୀ ହିଂସାକାଣ୍ଡ: ମୃତ୍ୟୁସଂଖ୍ୟା ୨୭କୁ ବୃଦ୍ଧି

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକାଣ୍ଡ ଘଟଣାରେ ମୃତ୍ୟୁସଂଖ୍ୟା ୨୭କୁ ବୃଦ୍ଧି ପାଇଛି । ଏହି ଦଙ୍ଗାରେ ଅନେକ ଲୋକ ଗୁରୁତର ଭାବେ ଆହତ ହୋଇ ଚିକିତ୍ସା ହେଉଥିବା ଯୋଗୁଁ ଏହି ମୃତ୍ୟୁସଂଖ୍ୟା ଆହୁରି ବଢିବାର ସମ୍ଭାବନା ରହିଛି । ଉତରପୂର୍ବ ଦିଲ୍ଲୀରେ ସିଏଏ ନେଇ ହିଂସା ବ୍ୟାପିଥିଲା । ଏଥିରେ ସାମିଲ…

ଆମେରିକାରେ ପହଁଞ୍ଚି ଟ୍ରମ୍ପ କହିଲେ ଭାରତ ମହାନ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତରେ ଦୁଇ ଦିବସୀୟ ଗସ୍ତ ପୁରା କରି ନିଜ ଦେଶରେ ପହଁଞ୍ଚି ଭାରତକୁ ମହାନ ଦେଶ କହିଛନ୍ତି । ଟ୍ରମ୍ପ ୨୪,୨୫ ଫେବ୍ରୁୟାରୀରେ ଭାରତ ଗସ୍ତରେ ଆସିଥିଲେ । ଏହି ଯାତ୍ରାରେ ତାଙ୍କ ସହ ପତ୍ନୀ ମେଲାନିଆ,ଝିଅ ଇଭାଙ୍କା ଓ ଉଚ୍ଚସ୍ତରୀୟ…

ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡ଼ିସି) ଫୁଟବଲ: ଜ୍ୟାକେଟ, ମାସକଟ୍ ଉନ୍ମୋଚିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନରେ ଆୟୋଜିତ ଏକ ସଂକ୍ଷିପ୍ତ ଉତ୍ସବରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡ଼ିସି) ଫୁଟବଲ୍ ୨୦୨୦ କପ, ଜ୍ୟାକେଟ ଏବଂ ମାସକଟ୍ ଉନ୍ମୋଚିତ କରିଛନ୍ତି । ରାଜ୍ୟର ୯ଗୋଟି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ୧୦ଟି ଫୁଟବଲ ଦଳ ମଧ୍ୟରେ ଫେବୃଆରୀ…

ମହିଳା ଟି୨୦ ବିଶ୍ୱକପ କ୍ରିକେଟ: ସେମିଫାଇନାଲ ସ୍ଥିତି ମଜଭୁତ କରିବା ଲକ୍ଷ୍ୟରେ ଭାରତ

ମେଲବୋର୍ନ: ଚଳିତ ମହିଳା ଟି୨୦ ବିଶ୍ୱକପ କ୍ରିକେଟରେ ଭାରତୀୟ ଦଳ ଚମକ୍ରାର ପ୍ରଦର୍ଶନ ଜାରି ରଖିଛନ୍ତି । ଲଗାତାର ୨ଟି ମ୍ୟାଚରେ ଦଳ ବିଜୟ ହାସଲ କରି ଜବରଦସ୍ତ ଫର୍ମରେ ରହିଛି । ଗୁରୁବାର ମୁକାବିଲାରେ ନ୍ୟୁଜିଲାଣ୍ଡକୁ ହରାଇ ଭାରତ ହ୍ୟାଟ୍ରିକ ବିଜୟ ହାସଲ କରିବା ସହ ସେମିଫାଇନାଲର…

କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାରରେ ସମ୍ମାନିତ ହେଲେ ଦୁଇ ବିଶିଷ୍ଟ ଓଡ଼ିଆ ସାହିତ୍ୟିକ

ଭୁବେନେଶ୍ୱର: ଓଡ଼ିଶାର ଦୁଇଜଣ ପ୍ରଖ୍ୟାତ ସାହିତ୍ୟିକ ତରୁଣକାନ୍ତି ମିଶ୍ର ଓ କାଳିଚରଣ ହେମ୍ବ୍ରମଙ୍କୁ ସମ୍ମାନଜନକ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ସମ୍ମାନରେ ସମ୍ମାନିତ କରାଯାଇଛି । ଓଡ଼ିଆ ଭାଷା ସାହିତ୍ୟରେ ଜଣେ ପ୍ରତିଷ୍ଠିତ ଲେଖକ ଭାବେ ଗଳ୍ପ ସଙ୍କଳନ ଭାସ୍ୱତୀ ଲାଗି ତରୁଣକାନ୍ତିଙ୍କୁ ଏହି…

ବେଙ୍ଗାଲୁରୁରେ ଓଡ଼ିଆ ଝିଅଙ୍କୁ ନିର୍ଯାତନା; ଉଦ୍ଧାର କରିବାକୁ ରାଜ୍ୟ ସରକାରଙ୍କୁ କଲେ ଗୁହାରୀ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ୮ଜଣ ଓଡ଼ିଆ ଝିଅ ବେଙ୍ଗାଲୁରୁରେ କାର୍ଯ୍ୟ କରୁଥିଲେ ମଧ୍ୟ ସେଠାରେ ନିର୍ଯାତିତ ଅବସ୍ଥାରେ ଥିବା ଅଭିଯୋଗ କରିଛନ୍ତି । ନିଯୁକ୍ତି ପ୍ରଦାନ କରିଥିବା ଅନୁଷ୍ଠାନର ମାଲିକଙ୍କ ନିର୍ଯ୍ୟାତନାରୁ ବର୍ତ୍ତିବା ଲାଗି ରାଜ୍ୟ ସରକାର ତୁରନ୍ତ ସେଠାରୁ ଉଦ୍ଧାର କରନ୍ତୁ ବୋଲି…

ଓଡ଼ିଆ ଭାଷା ପ୍ରତି କେନ୍ଦ୍ର ସାହିତ୍ୟ ଏକାଡ଼େମୀର ବୈମାତୃକ ମନୋଭାବ

ଭୁବନେଶ୍ୱର : କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଦ୍ୱାରା ପ୍ରତିବର୍ଷ ପରି ଜାତୀୟ ସାହିତ୍ୟ ଉତ୍ସବ ଗତ ୨୪ ତାରିଖରୁ ଫେବୃୟାରୀ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତୀୟ ଭାଷା ମଧ୍ୟରେ ଆମ ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତ ଓଡ଼ିଆଭାଷା ଏକମାତ୍ର ଭାଷା ଯାହାକୁ ଏଥିରେ ଅପମାନିତ…

୫ଥର ଗ୍ରାଣ୍ଡ ସ୍ଲାମ ବିଜେତା ମାରିଆ ଶାରାପୋଭା ଟେନିସକୁ ଅଲବିଦା କହିଲେ

ମସ୍କୋ: ୫ଥର ଗ୍ରାଣ୍ଡସ୍ଲାମ ବିଜେତା ରୁଷୀୟ ଖେଳାଳି ମାରିଆ ଶାରାପୋଭା ବୁଧବାର ଟେନିସକୁ ଅଲବିଦା କହିଛନ୍ତି । ୩୨ ବର୍ଷୀୟ ଏହି ଟେନିସ ଖେଳାଳୀ ଶେଷଥର ପାଇଁ ଅଷ୍ଟେ୍ରଲିଆନ ଓପନରେ ଖେଳିଥିଲେ । ଏଥିରେ ସେ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ । ଟେନିସ ଲାଗ ମୁଁ ମୋ ଜୀବନରେ ସବୁ କିଛି ପାଇଛି ।…

ଦିଲ୍ଲୀ ହିଂସା : ୧୦୬ ଗିରଫ, ୧୮ ଏଫଆଇଆର ରୁଜୁ

ନୂଆଦିଲ୍ଲୀ: ଉତରପୂର୍ବ ଦିଲ୍ଲୀରେ ସିଏଏ ନେଇ ହିଂସା ବ୍ୟାପିଥିଲା । ଏଥିରେ ସାମିଲ ଥିବା ୧୦୬ ଲୋକଙ୍କୁ ପୋଲିସ ଗିରଫ କରିଛି । ଏହି ଘଟଣାରେ ଏ ପର୍ଯ୍ୟନ୍ତ ୧୮ ଏଫଆଇର ରୁଜୁ କରାଯାଇଛି । ବୁଧବାର ପୋଲିସ ମୁଖ୍ୟ ମନ୍ଦୀପ ସିଂ ରାନ୍ଧୱା ଏହି ରିପୋର୍ଟ ଗଣମାଧ୍ୟମକୁ ଦେଇଛନ୍ତି । ଦିଲ୍ଲୀ ପୋଲିସ…