Latest Odisha News

BREAKING NEWS

ଶ୍ରଦ୍ଧାଙ୍କୁ ଆଖି ମାରି ପଟାଇଲେ ଟାଇଗର, ଦେଖନ୍ତୁ ଭିଡିଓ

ମୁମ୍ବାଇ: ଚର୍ଚ୍ଚାରେ ବଲିଉଡ ଅଭିନେତା ଟାଇଗର ଶ୍ରଫ ଓ ଶ୍ରଦ୍ଧା କପୁରଙ୍କ ରୋମାନ୍ସ । ତେବେ ଏହାର ରିଅଲ ଲାଇଫରେ ନୁହେଁ ରିଲ ଲାଇଫରେ । ଅପ କମିଂ ଫିଲ୍ମ “ବାଗି-୩”ର ଏକ ନୂଆ ଗୀତ ରିଲିଜ ହୋଇଛି । ଯେଉଁଥିରେ ଟାଇଗର-ଶ୍ରଦ୍ଧାଙ୍କ ଦମଦାର ଡ୍ୟାନ୍ସ ସାଙ୍ଗକୁ ରୋମାନ୍ସ ମଧ୍ୟ ଦେଖିବାକୁ ମିଳିଛି ।…

ଓଡିଶାର ୧୨ଟି ବନଖଣ୍ଡ ହାତୀଶୂନ୍ୟ

ଭୁବନେଶ୍ୱର: ଓଡିଶାରେ ବର୍ଷ ୨୦୧୬ ପରଠାରୁ ପାଖାପାଖି ୨୪୬ଟି ହାତୀଙ୍କ ମୃତ୍ୟୁ ହୋଇଛି । ଅଧିକାଂଶ ବେଆଇନ ଶିକାର, ବିଦ୍ୟୁତ ଆଘାତ, ସଡକ ଦୁର୍ଘଟଣା ଓ ଅନ୍ୟ କାରଣ ଯୋଗୁଁ ହାତୀଙ୍କ ମୃତ୍ୟୁ ହୋଇଛି । ସ୍ଥିତି ଏତେ ଖରାପ ଯେ, ରାଜ୍ୟର ୫୦ରୁ ୧୨ଟି ବନଖଣ୍ଡରେ ଗୋଟିଏ ବି ହାତୀ ନାହାଁନ୍ତି । ରାଜ୍ୟ…

ପଙ୍କୋଦ୍ଧାର ଏକାଦଶୀ: ଶ୍ରୀଲୋକନାଥଙ୍କ ଖୋଲା ଦର୍ଶନ ଭକ୍ତଙ୍କୁ ମିଳିଥାଏ

ପୁରୀ: ପୁରୀରେ ପଙ୍କୋଦ୍ଧାର ଏକାଦଶୀକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ । ଏହି ଦିନ ଶ୍ରୀଲୋକନାଥଙ୍କୁ ଦର୍ଶନ କଲେ ଜନ୍ମ ଜନ୍ମର ପାପ କ୍ଷୟ ହେବା ସହ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ।  ବର୍ଷକେ ଥରେ କେବଳ ପଙ୍କୋଦ୍ଧାର ଏକାଦଶୀ ଦିନ ଶ୍ରୀଲୋକନାଥଙ୍କ ଖୋଲା ଦର୍ଶନ ମିଳିଥାଏ । ଏଠାରେ ବର୍ଷସାରା…

ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ଉପ-ନିର୍ବାଚନ ଜିତିଲା ବିଜେଡ଼ି

ରାୟଗଡ଼ା: ଶାସକ ବିଜୁ ଜନତା ଦଳ ବୁଧବାର ଦିନ ରାୟଗଡ଼ା ଜିଲ୍ଲା ପରିଷଦ ଲାଗି ହୋଇଥିବା ଉପ-ନିର୍ବାଚନରେ ଜିତାପଟ ହାସଲ କରିଛି । ବିଜେଡ଼ିର ଗଙ୍ଗାଧର ପାଉଲ ୧୩ଟି ଭୋଟ ପାଇ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । କଂଗ୍ରେସ ଦଳର ସ୍ୱର୍ଗତଃ ପୁରୁଷୋତ୍ତମ ଗମାଙ୍ଗଙ୍କ ପ୍ରାର୍ଥୀତ୍ୱକୁ ସ୍ଥାନୀୟ…

ଶାହିନବାଗ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କଲେ ମଧ୍ୟସ୍ଥି କମିଟି

ନୂଆଦିଲ୍ଲୀ: ଶାହିନବାଗ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କଲେ ସପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ମଧ୍ୟସ୍ଥି କମିଟି । ଆଜି ଅପରାହ୍ନରେ ମଧ୍ୟସ୍ଥତା କମିଟିର ସଦସ୍ୟ ସଂଜୟ ହେଗଡେ ଓ ସାଧନା ରାମଚନ୍ଦ୍ରନ ଯାଇ ଆନ୍ଦୋଳନକାରୀଙ୍କ ସହ କଥା ହୋଇଛନ୍ତି । ସମାଧାନର ପନ୍ଥା ବାହାର କରିବା ପାଇଁ ସେମାନେ…

‘୮୩’ର ଫାଷ୍ଟ ଲୁକ୍, ଡିଫରେଂଟ ଲୁକରେ ଦୀପିକା

ମୁମ୍ବାଇ: ସାମ୍ନାକୁ ଆସିଲା ମଲ୍ଟିଷ୍ଟାରର ଫିଲ୍ମ ‘୮୩’ର ଫାଷ୍ଟ ଲୁକ । ଏହି ଫିଲ୍ମକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ଏଥିରେ ଦୀପିକା ପାଦୁକୋନଙ୍କ ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି । ଏହି ଫଟୋରେ ଦୀପିକା ଏବଂ ରଣବୀରଙ୍କୁ ପୁରା ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି । ଏହି ଫାଷ୍ଟ…

ଗସ୍ତ ପୂର୍ବରୁ ଟ୍ରମ୍ପଙ୍କ ବଡ ବୟାନ, ଭାରତ ସହ ହେବନି କୌଣସି ବ୍ୟାବସାୟିକ ଚୁକ୍ତି

ୱାଶିଂଟନ: ଭାରତ ଗସ୍ତ ପୂର୍ବରୁ ବଡ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି, ମୋଦିଙ୍କୁ ବହୁତ ପସନ୍ଦ କରନ୍ତି । ହେଲେ, ଭାରତ ସହିତ ଏବେ କୌଣସି ବଡ ବ୍ୟାବସାୟିକ ଚୁକ୍ତି ହେବ ନାହିଁ । ଭାରତ ତାଙ୍କ ସହ ବହୁତ ଭଲ ବ୍ୟବହାର କରି ନାହିଁ । କିନ୍ତୁ ସେ…

କାଳିଆ ଯୋଜନାକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ ଦଳ

ଭୁବନେଶ୍ୱର: କାଳିଆ ଯୋଜନାରେ ହିତାଧିକାରୀଙ୍କ ପ୍ରକୃତ ସଂଖ୍ୟାକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ଦଳ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମଙ୍ଗଳବାର ଦିନ ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପନ କରୁଥିବା ବେଳେ ଗୃହକୁ ସୂଚନାଦେଇ କହିଥିଲେ…

୯୦ଟି ପ୍ରାଥମିକ ବିଦ୍ୟାଳୟରେ ନାହିଁ ଶ୍ରେଣୀ ଗୃହ: ମନ୍ତ୍ରୀ

ଭୁବନେଶ୍ୱର: ପଦାରେ ପଡିଲା ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର । ରାଜ୍ୟର ୯୦ଟି ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ନାହିଁ । ବାହାରେ ବସି ପିଲା ପାଠ ପଢ଼ୁଛନ୍ତି । ଏନେଇ ଆଜି ବିଧାନସଭାରେ ବିଧାୟକ ମୋହନ ମାଝୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ…

କାଳିଆ ଯୋଜନାକୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ସାମିଲ କରିବନି ଓଡିଶା: ମନ୍ତ୍ରୀ

ଭୁବନେଶ୍ୱର: ଓଡିଶା ସରକାରଙ୍କ ପାଖରେ କାଳିଆ ଯୋଜନାକୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ସାମିଲ କରିବାର କୌଣସି ପ୍ରସ୍ତାବ ନାହିଁ । ଏନେଇ ବୁଧବାର କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ବିଧାନସଭାରେ ଘୋଷଣା କରିଛନ୍ତି । ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି, ସରକାର ହିତାଧିକାରୀଙ୍କୁ ମୋଟ୍…