Latest Odisha News

BREAKING NEWS

ଜନ୍ମ ହେଉ ହେଉ ମୁଣ୍ଡ ଉପରେ ୧୮ ହଜାରରୁ ଅଧିକ ଋଣ: ଅର୍ଥମନ୍ତ୍ରୀ

ଭୁବନେଶ୍ୱର: ଋଣରେ ବୁଡିଛି ଓଡ଼ିଶା । ଜନ୍ମ ହେବା କ୍ଷଣି ଛୋଟ ଛୁଆ ମୁଣ୍ଡରେ ଝୁଲୁଛି ୧୮ ହଜାର ଟଙ୍କାରୁ ଅଧିକ ଋଣ । କାରଣ ରାଜ୍ୟର ମୁଣ୍ଡ ପିଛା ଋଣ ଭାର ବଢ଼ି ୧୮୪୯୭.୫୮ ଟଙ୍କାରେ ପହଂଚିଛି । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ବିଜେଡି ବିଧାୟକ ଦେବୀ ରଂଜନ…

ବିଶ୍ୱର କେଉଁ ଦେଶ ଗୁଡିକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କେତେ ? ଜାଣନ୍ତୁ

ନୂଆଦିଲ୍ଲୀ: ଥମୁନି କରୋନା ମୃତ୍ୟୁ ସଂଖ୍ୟା । ଏଯାଏଁ ଚୀନରେ ଘାତକ କରୋନା ଭାଇରସ ଯୋଗୁଁ ୧,୭୭୦ଜଣଙ୍କ ମୃତ୍ୟୁ ହୋଇସାରିଛି । ପାଖାପାଖି ୭୦, ୫୪୮ରୁ ଅଧିକ ଲୋକ ସଂକ୍ରମିତ ଥିବା ଆଶଙ୍କା କରାଯାଉଛି । ଚୀନ ବ୍ୟତୀତ ବିଶ୍ୱର ଅନେକ ଦେଶରେ ୧୦୦ଟି କରୋନା ଭାଇରସ ମାମଲା ସ୍ପଷ୍ଟ କରାଯାଇଛି ।…

ବିଧାନସଭାରେ ପ୍ରଶ୍ନ ଉତଥାପନ ଲାଗି ଲଟେରି ସିଷ୍ଟମ ଦାବି କଲା ବିଜେପି

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ବଜେଟ ଅଧିବେଶନର ତୃତୀୟ ଦିବସରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଦିନ ୧୧ଟା ୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଥିଲେ । ଗୃହରେ ଲଟେରି ସିଷ୍ଟମ ମାଧ୍ୟମରେ ବିଧାୟକମାନଙ୍କୁ ପ୍ରଶ୍ନ ଉତଥାପନ ଲାଗି ଯୁଯୋଗ…

ସହି ପାରିଲେନି ପ୍ରଂଶସା, ମିଲନ୍ଦଙ୍କୁ ଦଳ ଛାଡିବାକୁ କହିଲେ ମାକେନ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସରେ ଅନ୍ତଃକନ୍ଦଳ ଦେଖାଦେଇଛି । ଆପ୍‌ର ବିଜୟକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କଂଗ୍ରେସ ନେତା ମିଲିନ୍ଦ ଦେଓରା ପ୍ରଶଂସା କରିଛନ୍ତି । ହେଲେ ଏହାକୁ ସହ୍ୟ କରି ପାରିନାହାନ୍ତି କଂଗ୍ରେସର ଆଉ…

ଶିବଙ୍କ ପାଇଁ ଖାଲି ରଖିଲେ ସିଟ୍‌, ପ୍ରଶ୍ନ ଉଠାଇଲେ ୱବେସି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଶି ମହାକାଳ ଏକ୍ସପ୍ରେସ ଉଦଘାଟନ କରିଛନ୍ତି । ଯାହା ତିନୋଟି ଧାର୍ମିକ ସହର ବାରଣାସୀ, ଉଜୈନ ଏବଂ ଓଁକାରେଶ୍ୱରକୁ ଯୋଡ଼ୁଛି । ବାରାଣାସୀରୁ ଇନ୍ଦୋର ଯିବାକୁ ଥିବା କାଶି ମହାକାଳ ଏକ୍ସପ୍ରେସରେ ଭଗବାନ ଶିବଙ୍କ ପାଇଁ ଏକ ସିଟ ଖାଲି ରଖାଯାଇଛି ।…

ବଢ଼ିଲା ପାରଦ: କେଉଁ ସହରରେ କେତେ ରହିଛି ତାପମାତ୍ରା,ଜାଣନ୍ତୁ

ଭୁବନେଶ୍ୱର: ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଫେବୃଆରୀ ୧୫ ତାରିଖରୁ ରାଜ୍ୟରେ ଶୀତର ପ୍ରଭାବ କମ୍ ହୋଇ ଖରାର ପ୍ରଭାବ ବଡିଛି। ରାଜ୍ୟରେ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟର ଅଧିକାଂଶ ସହରରେ ଦିନର ତାପମାତ୍ରା ପାଖାପାଖି ୩୫ଡିଗ୍ରୀ ରାହୁଛି । ପାଣିପାଗ ବିଭାଗ ପକ୍ଷରୁ…

ବଜାୟ ରହିବ ପାଣି, ବିଦ୍ୟୁତ ରିହାତି: କେଜ୍ରିୱାଲ

ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ରବିବାର ଶପଥ ନେବା ପରେ ଆଜି ଦିଲ୍ଲୀର ଦାୟିତ୍ୱ ନେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟା ଏବଂ ମନ୍ତ୍ରୀ ମଣ୍ଡଳର ଅନ୍ୟ ୫ ଜଣ ସଦସ୍ୟ ମଧ୍ୟ ନିଜ ଦାୟିତ୍ୱଭାର ଗ୍ରହଣ କରିଛନ୍ତି…

ଅପ୍ରେଲ ୫ ରୁ ୧୬ ତାରିଖ ପର୍ଯ୍ୟନ୍ତ ବିଶାଳ ଆର୍ମି ନିଯୁକ୍ତି ମେଳା

ଭୁବନେଶ୍ୱର: ଅପ୍ରେଲ ୫ ରୁ ୧୬ ତାରିଖ ପର୍ଯ୍ୟନ୍ତ ପାରାଦୀପ ସ୍ଥିତ ଗୋପବନ୍ଧୁ ଷ୍ଟାଡିୟମରେ ବିଶାଳ ଆର୍ମି ନିଯୁକ୍ତି ମେଳା ଆୟୋଜିତ ହେବ । କଟକ, ମୟୁରଭଞ୍ଜ, କେନ୍ଦ୍ରାପଡା, ଜଗତସିଂହପୁର, ନୟାଗଡ଼, ବାଲେଶ୍ଵର, ଖୋର୍ଦ୍ଧା, ଯାଜପୁର, ପୁରୀ ଓ ଭଦ୍ରକ ଆଦି ୧୦ ଟି ଜିଲ୍ଲାର ଇଛୁକ ପାର୍ଥିମାନେ…

ସୁପ୍ରିମକୋର୍ଟଙ୍କ ରାୟ: ସେନାରେ ମହିଳାଙ୍କୁ ମିଳିବ ସ୍ଥାୟୀ କମାଣ୍ଡ ପୋଷ୍ଟ

ନୂଆଦିଲ୍ଲୀ: ଏଣିକି ସେନାରେ ମହିଳାଙ୍କୁ ମିଳିବ ସ୍ଥାୟୀ କମାଣ୍ଡ ପୋଷ୍ଟ ବା ସ୍ଥାୟୀ ପଦପଦବୀ । ଏନେଇ ଆଜି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ସ୍ଥାୟୀ କମାଣ୍ଡ ପୋଷ୍ଟ ପାଇବାରୁ ବଂଚିତ ଥିବା ମହିଳା…

ଓଡିଶା ଖଣି ଆବଣ୍ଟନ ପ୍ରକ୍ରିୟା: ଆଜି କାଟସାହି ଖଣି ନିଲାମ

ନୂଆଦିଲ୍ଲୀ: ଓଡିଶା ଖଣି ନିଲାମରେ କେନ୍ଦୁଝରସ୍ଥିତ କାଟସାହି ମାଙ୍ଗାନିଜ ଖଣିର ନିଲାମ ପ୍ରକ୍ରିୟା ସୋମବାର ଦିନ ଆରମ୍ଭ ହୋଇଛି । ୟାଜଦାନୀ ଇଣ୍ଟରନ୍ୟାସନାଲ୍ ପ୍ରା. ଲି., ଟିପି ସାଓ ଆଣ୍ଡ ସନ୍ସ ପ୍ରା. ଲି., ପିଏମ୍ ଗ୍ରାନାଇଟ୍‌, ଅଗ୍ରସେନ ସ୍ପଜ୍ ପ୍ରା. ଲି. ଓ ବେଦାନ୍ତ କମ୍ପାନୀ ଏହି…