Latest Odisha News

BREAKING NEWS

ଓଡିଶା ଖଣି ଆବଣ୍ଟନ ପ୍ରକ୍ରିୟା: ଆଜି କାଟସାହି ଖଣି ନିଲାମ

ନୂଆଦିଲ୍ଲୀ: ଓଡିଶା ଖଣି ନିଲାମରେ କେନ୍ଦୁଝରସ୍ଥିତ କାଟସାହି ମାଙ୍ଗାନିଜ ଖଣିର ନିଲାମ ପ୍ରକ୍ରିୟା ସୋମବାର ଦିନ ଆରମ୍ଭ ହୋଇଛି ।

ୟାଜଦାନୀ ଇଣ୍ଟରନ୍ୟାସନାଲ୍ ପ୍ରା. ଲି., ଟିପି ସାଓ ଆଣ୍ଡ ସନ୍ସ ପ୍ରା. ଲି., ପିଏମ୍ ଗ୍ରାନାଇଟ୍‌, ଅଗ୍ରସେନ ସ୍ପଜ୍ ପ୍ରା. ଲି. ଓ ବେଦାନ୍ତ କମ୍ପାନୀ ଏହି ଖଣି ନିଲାମ ରେସରେ ସାମିଲ ରହିଛନ୍ତି ।

ଏହି ଖଣିରେ ଆନୁମାନିକ ଗଚ୍ଛିତ ସମ୍ପଦ ୦.୬୬୭ ମ୍ୟାଟ୍ରିକ୍ ଟନ୍ ମାଙ୍ଗାନିଜ୍ ରହିଛି । ଏହି ଖଣିର ଲିଜ୍ ରୁଙ୍ଗଟା ସନ୍ସସ୍ ପ୍ରା. ଲି. ପାଖରେ ରହିଛି ।

Leave A Reply

Your email address will not be published.