Latest Odisha News

BREAKING NEWS

ସୁରକ୍ଷା ନୁହେଁ ସୌଖୀନ ପାଇଁ ବନ୍ଧୁକ ରଖିଛି: ନବ ଦାସ

ଭୁବନେଶ୍ୱର: ସାମ୍ନାକୁ ଆସିଛି ମନ୍ତ୍ରୀଙ୍କ ସମ୍ପତି ତାଲିକା । ତେବେ ସ୍ୱାସ୍ଥ୍ୟମନ୍ତ୍ରୀ ତାଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତି ସହ ତିନିଟି ବନ୍ଧୁକ ରଖିଥିବା ପ୍ରକାଶ କରିବା ପରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଆଜି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି,…

ଦିଲ୍ଲୀ କଂଗ୍ରେସ ପ୍ରଭାରୀ ପଦ ଛାଡିଲେ ପି. ସି. ଚାକୋ

ନୂଆଦିଲ୍ଲୀ: ଚଳିତ ବିଧାନସଭା ନିର୍ବାଚନରେ ପୁଣି ଥରେ ଦିଲ୍ଲୀରେ ମୂଳପୋଛ ହୋଇଛି କଂଗ୍ରେସ । ଖାତା ବି ଖୋଲି ପାରିଲା ନାହିଁ । ଶୋଚନୀୟ ପରାଜୟ ପରେ ଆରମ୍ଭ ହୋଇଛି ମାନସମନ୍ଥନ । ପଦ ଛାଡିଲେ କଂଗ୍ରେସ ଦିଲ୍ଲୀ ପ୍ରଭାରୀ ପି. ସି. ଚାକୋ । ଆଜି ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । PC…

ଅସହ୍ୟ ଜାଡ଼ରେ ଥରୁଛି ଓଡିଶା: ସୋନପୁରରେ ସର୍ବନିମ୍ନ ତାପମାତ୍ରା ୭.୪ ଡିଗ୍ରୀ

ଭୁବନେଶ୍ୱର: ଆଗାମୀ ୪୮ ଘଣ୍ଟା ଯାଏଁ ରାଜ୍ୟରେ ଶୀତର ପ୍ରକୋପ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି । ବୁଧବାର ଆଇଏମଡି ପକ୍ଷରୁ ଜାରି ବୁଲେଟିନ ଅନୁଯାୟୀ, ଅନୁଗୁଳ, ବାଲେଶ୍ଵର, ସୋନପୁର, ବୌଦ୍ଧ, ଝାରସୁଗୁଡା, ଭଦ୍ରକ ଓ କେନ୍ଦୁଝର ଆଦି ଜିଲ୍ଲା ଗୁଡିକର…

‘କେମ୍‌ଛୋ ଟ୍ରମ୍ପ’ … ଭାରତ ଗସ୍ତକୁ ନେଇ ଉତ୍ସାହିତ ଆମେରିକା ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆସନ୍ତା ୨୪ ତାରିଖରେ ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏଥିପାଇଁ ସେ ଏବେ ଭାରି ଉତ୍ସାହିତ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାରିଫ କରିଛନ୍ତି ଟ୍ରମ୍ପ । ଜଣେ ଭଲ ବନ୍ଧୁ ବୋଲି ତାଙ୍କୁ ସମ୍ବୋଧନ କରିଛନ୍ତି । ଟ୍ରମ୍ପ…

ଆସନ୍ତୁ ଜାଣିବା କେଉଁଠାରେ ଖେଳାଗଲା କ୍ରିକେଟ ଇତିହାସର ସବୁଠାରୁ ଛୋଟ ମ୍ୟାଚ

କୀର୍ତିପୁର: ନେପାଳର କୀର୍ତିପୁରର ତ୍ରିଭୁବନ ବିଶ୍ୱବିଦ୍ୟାଳୟ ପଡିଆରେ ଅନ୍ତର୍ଜାତୀୟ କ୍ରିକେଟ ଇତିହାସର ସବୁଠାରୁ ଛୋଟ ମ୍ୟାଚ ଖେଳାଯାଇଛି । ମାତ୍ର ୧୭.୨ ଓଭରରେ ଖେଳ ଶେଷ ହେବା ସହ ବିଶ୍ୱରେକର୍ଡ ସ୍ଥାପନ ହୋଇଛି । ଆଇସିସି କ୍ରିକେଟ ବିଶ୍ୱକପ ଲିଗ୍‌-୨, ୨୦୧୯-୨୨ ପାଇଁ ନେପାଳ ଓ ଆମେରିକା…

ଗଞ୍ଜାମ ତାରାତାରିଣୀ ପୀଠରେ ଅଘଟଣ; ଭକ୍ତଙ୍କୁ ଖଣ୍ଡାରେ ଆକ୍ରମଣ କଲେ ସେବାୟତ

ବ୍ରହ୍ମପୁର: ବ୍ରହ୍ମପୁର ଋଷିକୂଲ୍ୟା ନଦୀକୂଳରେ ଥିବା ମାଁ ତାରା ତାରିଣୀଙ୍କ ପୀଠରେ ମଙ୍ଗଳବାର ଦିନ ସେବାୟତମାନେ ଦୁଇ ଭକ୍ତଙ୍କୁ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଦୁଇ ଜଣ ଭକ୍ତ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ରାହୁଲ ପ୍ରଧାନ ନାମକ ଜଣେ…

ନିର୍ଭୟା ମାମଲାରେ ନୂଆ ଡେଥ୍ ୱାରେଣ୍ଟ ପିଟିସନର ଶୁଣାଣି କରିବେ ପଟିଆଲା ହାଉସ୍ କୋର୍ଟ

ନୂଆଦିଲ୍ଳୀ: ନିର୍ଭୟାଙ୍କ ଚାରି ଦୋଷୀ ଫାଶୀ ଖୁଣ୍ଟରେ କେବେ ଝୁଲିବେ? ଦୁଇ ଦୁଇ ଥର ଫାଶୀ ତାରିଖ ଘୁଞ୍ଚିବା ପରେ ଆଜି ନୂଆ ଡେଥ୍ ୱାରେଣ୍ଟ ଜାରି କରି ପାରନ୍ତି ପଟିଆଲା ହାଉସ୍ କୋର୍ଟ । ଏସମ୍ପର୍କିତ ପିଟିସନର ଆଜି ଶୁଣାଣି ରହିଛି । ନୂଆ ଡେଥ୍ ୱାରେଣ୍ଟ ଜାରି କରିବା ପାଇଁ ଗତକାଲି ପିଟିସନ୍…

ହ୍ରାସ ପାଇଲା ତୈଳ ଦର : କେଉଁଠି ରହିଛି କେତେ ମୂଲ୍ୟ ଜାଣନ୍ତୁ…

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ଦରରେ ଗତ କିଛି ଦିନ ହେବ ହ୍ରାସ ପରିଲିଖିତ ହେଉଛି । ମଙ୍ଗଳବାର ଦିନ ପେଟ୍ରୋଲ ୧୬ ପଇସା ଏବଂ ଡିଜେଲ ୨୦ ପଇସା ହ୍ରାସ ପାଇଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମୁଥିବାରୁ ପେଟ୍ରୋଲ ଓ ଡିଜେଲ ଦର କାମୁଥିବା କୁହାଯାଉଛି । ବିଶେଷଜ୍ଞଙ୍କ କହିବା…

ନୀତିଶ-ଶାହା କ୍ୟାମ୍ପେନ୍ ଫେଲ୍‌, ବୁରାଡିରେ ବିଜେପି-ଜେଡିୟୁ ପ୍ରାର୍ଥୀ ଚିତ୍‌ପଟାଙ୍ଗ

ନୂଆଦିଲ୍ଳୀ: ବୁରାଡିରେ ବିଜେପି-ଜେଡିୟୁ ମେଣ୍ଟର ବଡ ହାର । କେଜରିୱାଲଙ୍କ କ୍ରେଜ ଆଗରେ ଫେଲ୍ ମାରିଲା ନୀତିଶ-ଶାହାଙ୍କ ବଡ କ୍ୟାମ୍ପେନ୍ । ବିପୁଳ ବ୍ୟବଧାନରେ ବିଜୟୀ ହୋଇଛନ୍ତି ଆପ୍ ପ୍ରାର୍ଥୀ ସଞ୍ଜୀବ ଝା । ରେକର୍ଡ ମାର୍ଜିନରେ ଜେଡିୟୁ ପ୍ରାର୍ଥୀ ଶୈଳେନ୍ଦ୍ର କୁମାରଙ୍କୁ ସେ ମାତ ଦେଇଛନ୍ତି…

ଗ୍ୟାସ ସିଲିଣ୍ଡର ଫାଟି ଘର ସହ ଜୀବନ୍ତ ଜଳିଗଲେ ମହିଳା

ଭଦ୍ରକ: ଭଦ୍ରକ ଗ୍ରାମାଂଚଳ ଥାନା ସେରପୁର ଗାଁରେ ଅଭାବନୀୟ ଘଟଣା । ଗ୍ୟାସ ସିଲିଣ୍ଡର ଫାଟି ଘର ସହ ଜଣେ ମହିଳା ଜଳି ଯାଇଛନ୍ତି ଓ ତାଙ୍କ ସ୍ୱାମୀ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ନିଆଁରେ ୩ ବଖରା ଘର ସହ ସବୁ ଜିନିଷ ପୋଡି ପାଉଁଶ ହୋଇଯାଇଛି । ସୂଚନାଯୋଗ୍ୟ,…