୨୧ ବର୍ଷୀୟା ସୋଫିଆ କେନିନ ଜିତିଲେ ଅଷ୍ଟ୍ରେଲିଆନ ଓପନ
ବ୍ରିସବେନ୍:ଆମେରିକାର ୨୧ ବର୍ଷୀୟା ସୋଫିଆ କେନିନ ଅଷ୍ଟ୍ରେଲିଆନ୍ ଓପନ ଗ୍ରାଣ୍ଡସ୍ଲାମ ମହିଳା ଟେନିସର ସିଙ୍ଗଲ୍ସ ବିଭାଗରେ ଟାଇଟଲ ହାସଲ କରିଛନ୍ତି । ସେ ଫାଇନାଲରେ ସ୍ପେନର ଗାରବିନ୍ ମୁଗୁରୁଜାଙ୍କୁ ୪-୬, ୬-୨ ଓ ୬-୨ ସେଟରେ ପରାସ୍ତ କରିଥିଲେ । ସୋଫିଆଙ୍କ ଏହା କ୍ୟାରିୟରର ପ୍ରଥମ…