Latest Odisha News

BREAKING NEWS

ଭାରତ-ନ୍ୟୁଜିଲାଣ୍ଡ ନିର୍ଣ୍ଣାୟକ ଟି-୨୦ ଟକ୍କର; ସିରିଜ ହାତେଇବା ଲକ୍ଷ୍ୟରେ ବିରାଟ ବାହିନୀ

ଅକଲାଣ୍ଡ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ ବୁଧବାର ଦିନ ଖେଳାଯିବ । ୫ ଶୃଙ୍ଖଳା ବିଶିଷ୍ଟ ଏହି ଟି-୨୦ର ୩ୟ ମ୍ୟାଚ୍ ଉଭୟ ଦଳ ଲାଗି କର ବା ମର ପରିସ୍ଥିତି ସୃଷ୍ଟି କରିଛି। ଏହି ମ୍ୟାଚ୍ ହେମିଲଟନର ସେଡାନ୍ ପାର୍କ ଷ୍ଟାଡିୟମରେ ଆଜି ଦିନ ୧୨ଟା ୨୦ମି.ରେ ଅନୁଷ୍ଠିତ…

‘କରୋନା ଭାଇରସ୍‌’ ପ୍ରଭାବରେ ଚୀନରେ ୧୩୨ ମୃତ, ୬୦୦୦ ସଂକ୍ରମିତ

ବେଜିଂ: ଧୀରେ ଧୀରେ କାୟା ବିସ୍ତାର କରୁଥିବା ମାରାତ୍ମକ ‘କରୋନା’ ଭାଇରସ ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୧୩୨କୁ ଛୁଇଁଛି । ଏଥିସହିତ ୬ ହଜାରରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଜାତୀୟ ଗଣମାଧ୍ୟମର ସୂଚନାନୁଯାୟୀ କରୋନା ଭାଇରସ୍ ପ୍ରଭାବରେ ପାଖାପାଖି ୫୯୭୧ ଜଣ ବ୍ୟକ୍ତି…

ଘାଟି ତଳକୁ ଖସି ପଡିଲା ବସ୍‌; ୭ ମୃତ୍‌, ୪୦ରୁ ଉର୍ଦ୍ଧ୍ୱ ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟି ନିକଟ ବ୍ରିଜରୁ ବୁଧବାର ଦିନ ଏକ ବସ୍ ତଳକୁ ଖସି ପଡିବା ଫଳରେ ପ୍ରାୟ ୭ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ଏକ ଯାତ୍ରୀବାହୀ ବସ୍ ରାୟଗଡାରୁ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୯-୦୧-୨୦୨୦ ବୁଧବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜାନୁୟାରୀ ତା ୨୯ ରିଖ ବୁଧବାର ମକର ୧୫ ଦିନ ମାଘମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ପୂର୍ବଭାଦ୍ରପଦ ନକ୍ଷତ୍ର ଦିନ ୧୨ଟା ୪୯ ମିନିଟ୍…

ଓଡ଼ିଶାରେ ‘ଭାରତ ବନ୍ଦ’କୁ ମିଳୁନି ସମର୍ଥନ; ସ୍ୱାଭାବିକ ଚଳାଚଳ କରିବ ଯାନବାହନ !

ଭୁବନେଶ୍ୱର: ସିଏଏ ଓ ଏନଆରସିକୁ ବିରୋଧ କରି ଲଗାତର ବିକ୍ଷୋଭ ପ୍ରଦର୍ଶନ କରି ଆସୁଥିବା ବହୁ ଜନ କ୍ରାନ୍ତି ମୋର୍ଚ୍ଚା ଆସନ୍ତାକାଲି ଅର୍ଥାତ ଜାନୁଆରୀ ୨୯ ତାରିଖରେ ଭାରତ ବନ୍ଦ ଡାକରା ଦେଇଛି । ଏକ ପୋଷ୍ଟର ମାଧ୍ୟମରେ ଏହି ସଂଗଠନ ଭାରତ ବନ୍ଦ କରିବାକୁ ଡାକରା ଦେଇଥିଲେ ମଧ୍ୟ ଓଡ଼ିଶାରେ କୌଣସି…

ଏନ୍‌ସିସି ର‌୍ୟାଲିରେ ପ୍ରଧାନମନ୍ତ୍ରୀ ମୋଦୀ; ପୁଣି ସିଏଏ ସପକ୍ଷରେ ରଖିଲେ ପ୍ରତିକ୍ରିୟା

ନୂଆଦିଲ୍ଲୀ:ସାରା ଦେଶରେ ଜାରି ରହିଛି ସିଏଏ ବିରୋଧାରେ ବିକ୍ଷୋଭ । ଏହାରି ଭିତରେ ପ୍ରଧାନମନ୍ତ୍ରୀ ମୋଦୀ ପୁଣିଥରେ ସିଏଏ ସପକ୍ଷରେ ପ୍ରତକ୍ରିୟା ରଖିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏନ୍‌ସିସି ରାଲିକୁ ସମ୍ଭୋଧିତ କରି କହିଛନ୍ତି ଯେ, ଐତିହାସିକ ଭୁଲକୁ ଠିକ୍ କରିବା ଓ ବିଜେପିର ପୁରୁଣା…

ଚଳିତ କେନ୍ଦ୍ରୀୟ ବଜେଟ୍ ପଛର କୋର୍ ଟିମ୍‌କୁ ଜାଣନ୍ତୁ, କିଏ ଏମାନେ !

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୧ ତାରିଖ ଦିନ ୧୧ଟାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ନିଜର ପ୍ରଥମ ପୂର୍ଣ୍ଣକାଳୀନ ବଜେଟ ଉପସ୍ଥାପନ କରିବେ । ଏହା ମୋଦି ସରକାରଙ୍କ ୨.୦ର ପ୍ରଥମ ପୂର୍ଣ୍ଣକାଳୀନ ବଜେଟ । ଏଥିପାଇଁ ବଜେଟ୍‌ର ପ୍ରିଂଟିଂ ମଧ୍ୟ ଆରମ୍ଭ ହୋଇଯାଇଛି । ତେବେ ଏହି ବଜେଟକୁ…

ବାର୍ଡ ଫ୍ଲୁ ଆତଙ୍କ: ଓୟୁଏଟିରେ ହଜାରେ କୁକୁଡାକୁ ମାରିଲା ରାପିଡ୍ ରେସ୍‌ପନ୍ସ ଟିମ୍

ଭୁବନେଶ୍ୱର: ଭୁବନେଶ୍ୱର ଓୟୁଏଟି ଭିତରେ ଥିବା ବାର୍ଡ ଫ୍ଲ ଭୂତାଣୁରେ ସଂକ୍ରମିତ ହୋଇଥିବା ହଜାରେରୁ ଅଧିକ କୁକୁଡାକୁ ମରାଯାଇଛି । ମୃତ କୁକୁଡାଗୁଡିକୁ ବଡ ବଡ ଗାତ ଖୋଳାଯାଇ ପୋତି ଦିଆଯାଇଛି । ୧୨ଟି ରାପିଡ ରେସ୍‌ପନ୍ସ ଟିମ୍ ମଧ୍ୟରୁ ୭ଟି ଟିମ୍ କୁକୁଡା ମରା ଅଭିଯାନରେ ଲାଗିଛନ୍ତି । ଅନ୍ୟ…

ଗଣତନ୍ତ୍ର ଦିବସ ପରେଡ଼: ଓଡିଶାର ପ୍ରଜ୍ଞାପନ ମେଢ଼କୁ ଦ୍ଵିତୀୟ ପୁରସ୍କାର

ଭୁବନେଶ୍ୱର: ଓଡ଼ିଶା ପାଇଁ ଗର୍ବ ଆଣିଲା ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ । ୭୧ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ ରାଜପଥରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିବା ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥକୁ ଦ୍ଵିତୀୟ ଶ୍ରେଷ୍ଠ ପ୍ରଜ୍ଞାପନ ମେଢ଼ ଭାବେ ସମ୍ବର୍ଦ୍ଧିତ କରାଯାଇଛି ।…

ଆରମ୍ଭ ହେଲା କୁକୁଡା ମରା ଅଭିଯାନ

ଭୁବନେଶ୍ୱର: ଓୟୁଏଟି ବିଶ୍ୱବିଦ୍ୟାଳୟର ରିସର୍ଚ୍ଚ ପାଉଲଟ୍ରି ଫାର୍ମରେ ବାର୍ଡ ଫ୍ଲୁ ନେଇ ସ୍ପଷ୍ଟ ସୂଚନା ମିଳିବାର ଗୋଟିଏ ଦିନପରେ କୁକୁଡା ମରା ଅଭିଯାନ ଆରମ୍ଭ ହୋଇଛି। ପଶୁ ସମ୍ପଦ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ଓୟୁଏଟି କ୍ୟାମ୍ପସ ଠାରୁ ୧କିମି. ବ୍ୟାସାର୍ଦ୍ଧ ଅଞ୍ଚଳ ମଧ୍ୟରେ କୁକୁଡା…