Latest Odisha News

BREAKING NEWS

ଗୃହ ମନ୍ତ୍ରଣାଳୟର ଜନଗଣନା ଓ ଏନପିଆର ବୈଠକରେ ଯୋଗଦେବନି ପଶ୍ଚିମବଙ୍ଗ

ନୂଆଦିଲ୍ଲୀ: ଦିଲ୍ଲୀଠାରେ ଶୁକ୍ରବାର ଦିନ ଗୃହ ବ୍ୟାପାର ମନ୍ତ୍ରଣାଳୟର ଜନଗଣନା ଓ ନ୍ୟାସନାଲ୍ ପପୁଲେସନ୍ ରେଜିଷ୍ଟର୍ (ଏନପିଆର୍‌) ସମ୍ବନ୍ଧୀୟ ଏକ ବୈଠକ ଜରୁରୀ ଡକାଯାଇଛି । ଏହି ବୈଠକରେ ପଶ୍ଚିମବଙ୍ଗ ସାମିଲ ହେବ ନାହିଁ ବୋଲି ଜଣାପଡିଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ…

ଭିଜିଲାନ୍ସ ଜାଲରେ ଫସିଲେ ପୂର୍ବତନ ବିଧାୟକ ଅନାମ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ପୂର୍ବତନ ବିଜେଡି ବିଧାୟକ ଅନାମ ନାୟକଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଦିନ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି। ସୂଚନା ଅନୁଯାୟୀ ଜୟପୁର ଭିଜିଲାନ୍ସ ଏସପିଙ୍କ ତତ୍ୱାବଧାନରେ ଏହି ଚଢାଉ କାର୍ଯ୍ୟ…

ଜିସାଟ୍‌-୩୦ର ସଫଳ ଉତକ୍ଷେପଣ, ଯୋଗାଯୋଗ ବ୍ୟବସ୍ଥାରେ ବଡ ପରିବର୍ତ୍ତନ

ବେଙ୍ଗାଲୁରୁ: ୟୁରୋପୀୟ ମହାକାଶ ଗବେଷଣା କେନ୍ଦ୍ରରୁ ଭାରତର ସଦ୍ୟତମ ଯୋଗାଯୋଗ କୃତ୍ରିମ ଉପଗ୍ରହ ଜିସାଟ୍-୩୦କୁ ଶୁକ୍ରବାର ଦିନ ସଫଳତାର ସହ ଉତକ୍ଷେପଣ କରାଯାଇଛି। ଭାରତୀୟ ସମୟାନୁଯାୟୀ ଏହା ପ୍ରାୟ ରାତି ୨ଟା ୩୫ ମିନିଟରେ ଉତକ୍ଷେପଣ କରାଯାଇଥିବା ବେଳେ ଏହି ଉପଗ୍ରହଟିକୁ ଏରିଏନ୍-୫ ଜରିଆରେ…

ଆଜି ଭାରତ-ଅଷ୍ଟ୍ରେଲିଆ ୨ୟ ଦିନିକିଆ ଟକ୍କର; ଖେଳିନପାରନ୍ତି ଋଷଭ ପନ୍ଥ

ରାଜକୋଟ: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୨ୟ ଦିନିକିଆ ମ୍ୟାଚ ଖେଳାଯିବ । ରାଜକୋଟର ସୌରାଷ୍ଟ୍ର ଷ୍ଟାଡିୟମରେ ଦ୍ୱିପ୍ରହର ୧ଟା ୩୦ମି.ରେ ଏହି ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ବିରାଟ ବିଗ୍ରେଡ ପ୍ରଥମ ଦିନିକିଆ ମ୍ୟାଚରେ ଅଷ୍ଟ୍ରେଲିଆ ଠାରୁ ହାରିବା ପରେ ଦ୍ୱିତୀୟ ମ୍ୟାଚ୍ ଭାରତୀୟ ଦଳ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୧୭-୧-୨୦୨୦ ଶୁକ୍ରବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୦ ମସିହା ଜାନୁଆରୀ ତା ୧୭ ରିଖ ଶୁକ୍ରବାର ମକର ୩ ଦିନ ମାଘ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ଚିତ୍ରା ନକ୍ଷତ୍ର କନ୍ୟା ଚନ୍ଦ୍ର ଘାତ ବାର: ବିଛା ଧନୁ ଓ ମୀନ ରାଶିର…

ମୁକ୍ତେଶ୍ୱର ଉତ୍ସବର ଶେଷ ସନ୍ଧ୍ୟା: ଓଡ଼ିଶୀ ରସରେ ଝୁମିଲେ ବିମୁଗ୍ଧ ଦର୍ଶକ…

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ମୁକ୍ତେଶ୍ୱର ଉତ୍ସବର ଉଦ୍‍ଯାପନୀ ସନ୍ଧ୍ୟାରେ ଭରପୁର ଦର୍ଶକ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତକୁ ଉପଭୋଗ କରିଥିଲେ । ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଗୁରୁ ରାମହରି ଦାସ ଓ ସାଥୀଙ୍କ ଦ୍ୱାରା ଶିବ ବନ୍ଦନା ଓଁ ନମଃ ଶିବାୟରୁ, ଯାହାର…

ଭାରତୀୟ ମାର୍କେଟରେ ଲାଭା ଜେଡ଼-୭୧ ମୋବାଇଲ, ରେଡ଼ମି ୮ ସହ ହେବ ପ୍ରତିଯୋଗିତା

ଭୁବନେଶ୍ୱର: ଭାରତୀୟ ମୋବାଇଲ ବଜାରରେ ଲାଭା ଜେଡ଼୭୧ ଲଞ୍ଚ କରିଛି | ଏହାର ମୂଲ୍ୟ ୬,୨୯୯ ଟଙ୍କା | ଲାଭା ଜେଡ଼୭୧ ମୋବାଇଲ କୁ ରିଲିଆନ୍ସ ଜିଓ ସହ ବୁଝାମଣା ଭିତ୍ତିରେ ପ୍ରସ୍ତୁତ କରାଯାଇଛି | ଏଥିରେ ୟୁଜରଙ୍କୁ ୫୦ ଜିବି ଅତିରିକ୍ତ ଡାଟା ଓ ୧୨୦୦ ଟଙ୍କାର କ୍ୟାସବ୍ୟାକ ଦିଆଯାଉଛି | ଏହା ଷ୍ଟିଲ…

ନୀଳାଚଳ ପଲିଟେକ୍ନିକ୍-ବିଓପିଟିଇଆର ପକ୍ଷରୁ ଜାନୁଆରୀ ୨୧ ଓ ୨୨ରେ ନିଯୁ୍କ୍ତି ମେଳା

ଭୁବନେଶ୍ୱର: ବୋର୍ଡ ଅଫ ଟ୍ରେନିଂ, ଇଷ୍ଟର୍ଣ୍ଣ ରିଜନ (ବିଓପିଟିଇଆର) ଏବଂ ନୀଳାଚଳ ପଲିଟେକ୍ନିକ୍, ଭୁବନେଶ୍ୱରର ମିଳିତ ଉଦ୍ୟମରେ ଆସନ୍ତା ଜାନୁଆରୀ ୨୧ ଓ ୨୨ ତାରିଖରେ ଏକ ନିଯୁକ୍ତି ମେଳା ଆୟୋଜିତ ହେଉଛି । ଏହି ନିଯୁକ୍ତି ମେଳାରେ ଗ୍ରାଜୁଏଟ ତଥା ଡିପ୍ଲୋମା ଇଞ୍ଜିନିୟରମାନେ କେନ୍ଦ୍ର…

ମୁକ୍ତେଶ୍ଵର ନୃତ୍ୟ ଉତ୍ସବ: ଆଜି ସନ୍ଧ୍ୟାରେ ପରିବେଷିତ ଚିତାକର୍ଷକ ଓଡିଶୀ ନୃତ୍ୟର କିଛି ଝଲକ…

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ମୁକ୍ତେଶ୍ୱର ଉତ୍ସବର ୩ୟ ସନ୍ଧ୍ୟାରେ ଭରପୁର ଦର୍ଶକ ଓଡ଼ିଶୀ ନୃତ୍ୟକୁ ଉପଭୋଗ କରିଛନ୍ତି। ଆଜି ସନ୍ଧ୍ୟାରେ ଓଡିଶୀ ନୃତ୍ୟଶିଳ୍ପୀ କୁନମୁନ ମହାନ୍ତି ଓ ତାଙ୍କ ଗ୍ରୁପ ଦ୍ୱାରା ପରିବେଷିତ ହୋଇଥିବା ଚିତାକର୍ଷକ ନୃତ୍ୟର କିଛି ଝଲକ୍ ଫଟୋ…

‘ମଲଙ୍ଗ’ର ଟାଇଟଲ ଟ୍ରାକ୍ ରିଲିଜ: ଦେଖନ୍ତୁ, ଦିଶା-ଆଦିତ୍ୟଙ୍କ ଭରପୁର ରୋମାନ୍ସ

ମୁମ୍ବାଇ:ରିଲିଜ ହୋଇଛି ଫିଲ୍ମ ‘ମଲଙ୍ଗ’ର ଟାଇଟେଲ ଟ୍ରାକ୍ । ଗୀତରେ ବେଶ୍ ରୋମାଂଟିକ ଲୁକ୍‌ରେ ନଜର ଆସିଛନ୍ତି ଦିଶା ପଟାନୀ ଓ ଆଦିତ୍ୟ କପୁର । ଏହା ଏକ ସୁଫୀ ଗୀତ । ଏହାର ଲିରିକ୍ସ ବେଶ୍ ଜବରଦସ୍ତ ରହିଛି । ଯାହାକୁ ଫ୍ୟାନ୍‌ମାନେ ବେଶ୍ ପସନ୍ଦ ମଧ୍ୟ କରିଛନ୍ତି । ଏହି ଗୀତକୁ ବେଦ୍ ଶର୍ମା…