ଜମ୍ମୁ-କାଶ୍ମୀରରେ ବରଫ ଝଡ: ୩ ଯବାନ ସହିଦ
କାଶ୍ମୀର: ଜମ୍ମୁ-କାଶ୍ମୀରରେ ପ୍ରବଳ ତୁଷାରପାତ ଯୋଗୁଁ ହିମସ୍ଖଳନ ଘଟିଛି । ଏଥିରେ ଭାରତୀୟ ସେନାର ୩ ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି ।
ଅନ୍ୟପଟେ ହିମସ୍ଖଳନ ଯୋଗୁଁ ୫ଜଣ ସାଧାରଣ ଲୋକଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେନାପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।…