ସୋମବାରଠୁଁ ଓଡ଼ିଶାରେ ବଢ଼ିବ ରାତିର ତାପମାତ୍ରା
ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ପବନର ପ୍ରଭାବରେ ସୋମବାର ଠାରୁ ସମଗ୍ର ଓଡ଼ିଶାରେ ରାତିର ତାପମାତ୍ରା ବୃଦ୍ଧି ପାଇବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଦକ୍ଷିଣ ପଶ୍ଚିମ ପବନର ପ୍ରବାହ ଯୋଗୁଁ ହିଁ ରାତିର…