Latest Odisha News

BREAKING NEWS

ଜାଡରେ ଥରୁଛି ଓଡିଶା; ୧୦ ଡିଗ୍ରୀ ତଳେ ୧୬ ସ୍ଥାନ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଶୀତ ଲହରୀ ବୃଦ୍ଧି ପାଉଥିବାବେଳେ ସୋମବାର ଦିନ ୧୦ ଡିଗ୍ରି ତଳେ ରହିଛି ଓଡିଶାର ୧୬ଟି ସ୍ଥାନର ତାପମାତ୍ରା । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଆକଳନ ଅନୁଯାୟୀ ସୋନପୁର (୫.୪) ରାଜ୍ୟର ସବୁଠୁ ଥଣ୍ଡା ସହର ହୋଇଥିବା ବେଳେ କନ୍ଧମାଳ ଜିଲ୍ଲା…

କଂସଙ୍କ ରାଜୁତିରେ ଦୁଲୁକିବ ବରଗଡ; ଦ୍ୱାପର ଯୁଗକୁ ଫେରିଯିବ କଳିଯୁଗର କାହାଣୀ

ବରଗଡ଼: ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମଙ୍ଗଳବାର ଦିନଠାରୁ ଆରମ୍ଭ ହେବାକୁ ଯାଉଛି । ଏହି ଅବସରରେ ସାରା ସହର ଚଳଚଞ୍ଚଳ ହୋଇପଡିଛି । ଦୀର୍ଘ ୧୧ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ଧନୁଯାତ୍ରା ମହୋତ୍ସବ ପାଇଁ ଚୂଡାନ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ବିଶ୍ୱପ୍ରସିଦ୍ଧ ଏହି ମହାନାଟକ…

ଆସନ୍ତୁ ବୁଲିଯିବା କଳା ମୁଗୁନି ପଥରର ପ୍ରସିଦ୍ଧ ଗାଁ’ ଖିଚିଂ !

ବାରିପଦା: ମୁଗୁନି ପଥର ଏବଂ କଳା କାରୁକାର୍ଯ୍ୟ ଲାଗି ମୟୂରଭଞ୍ଜର ଖିଚିଂ ବେଶ୍ ପ୍ରସିଦ୍ଧି ଲାଭ କରିପାରିଛି । କଳା ମଚମଚ ମୁଗୁନି ପଥରରେ ନିର୍ମିତ ଖିଚିଂର କଳାକୃତିକୁ ଆମେ ଅତି ନିକଟରୁ ପରଖିପାରିବା ଯଦି କେବେ ଖିଚିଂ ବୁଲିଯିବା । ଏହି ଶୀତ ଦିନରେ ଖିଚିଂ ବୁଲିଆସିବା ଲାଗି ପ୍ରକୃଷ୍ଟ ସମୟ ।…

ଆସନ୍ତାକାଲି ଠାରୁ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା; ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି ପର୍ବ

ଭୁବନେଶ୍ୱର: ଡିସେମ୍ବର ୩୧ରୁ ଆରମ୍ଭ ହେଉଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ କରାଯାଏ ଏହାର ଆୟୋଜନ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଧନୁଯାତ୍ରା ପାଇଁ ରଂଗମହଲ ଏବଂ ଦରବାରର ସାଜସଜ୍ଜାରେ କାରିଗରଙ୍କ ଶେଷ ସ୍ପର୍ଶ ବାଜିଛି…

ପୁରୀରେ ପେଟ୍ରୋଲ୍ ପମ୍ପ ମାଲିକଙ୍କୁ ଗୁଳିମାଡ

ପୁରୀ: ପୁରୀ ଜିଲ୍ଲା ସାକ୍ଷୀଗୋପାଳ ସ୍ଥିତ ପୁରୁଣା ସୋମେଶ୍ୱର ଛକ ନିକଟରେ କେହି ଦୁବୃର୍ତ୍ତ ଜଣେ ପେଟ୍ରୋଲ୍ ପମ୍ପ ମାଲିଙ୍କୁ ଗୁଳିମାଡ କରିବା ନେଇ ଅଭିଯୋଗ ହୋଇଛି । ଆହତ ମାଲିକ ଜଣକ ଶ୍ରୀକାନ୍ତ ରଥ ଏବଂ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରସ୍ଥିତ ଏମ୍ସ ମେଡିକାଲରେ ଭର୍ତ୍ତି…

ରେଲୱେ ଓଭରବ୍ରିଜ୍ ଭୁଶୁଡିବା ଘଟଣା; ଜାଣନ୍ତୁ, କେଉଁସବୁ ଟ୍ରେନ୍ ସମୟରେ ହେଲା ପରିବର୍ତ୍ତନ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ଶୋଭାରାମପୁର ରେଲୱେ କ୍ରସିଂ ନିକଟରେ ଥିବା ଏକ ନିର୍ମାଣଧିନ ଓଭରବ୍ରିଜ ଗତକାଲି ରେଳଧାରଣା ଉପରେ ଭୁଶୁଡି ପଡିଯାଇଥିଲା । ଯାହାଫଳରେ ଖୋର୍ଦ୍ଧା-ଖଡଗପୁର ରୁଟରେ ଅନେକ ଟ୍ରେନ୍ ଚଳାଚଳରେ ବାଧାପ୍ରାପ୍ତ ହୋଇଥିବା ବେଳେ ଆଉ କିଛି ଟ୍ରେନର ସମୟ ସୂଚୀରେ ପରିବର୍ତ୍ତନ…

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ, କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାସ୍ଥିତ ସେସୁ ବିଭାଗର କନିଷ୍ଠ ଯନ୍ତ୍ରୀ ଦିପ୍ତୀ ପ୍ରକାଶ ସ୍ୱାଇଁଙ୍କ ବିରୋଧରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ସୋମବାର ଦିନ ତାଙ୍କ ଘରେ ଚଢାଉ କରିଛି । ମିଳିଥିବା ସୂଚନା ଅନୁଯାୟୀ ଆର‌୍ୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ…

ବିଦାୟ ୨୦୧୯: କେଉଁସବୁ ପରିବର୍ତ୍ତନ କରିଥିଲେ ଭାରତ ସରକାର, ଜାଣନ୍ତୁ

ନୂଆଦିଲ୍ଲୀ: ୨୦୧୯ର ବିଦାୟ ନିକଟତର ହୋଇଯାଇଛି । ଆଗକୁ ଏହି ବର୍ଷ ଘଟିଥିବା କେତେକ କଥା ଆମ ପାଇଁ ସ୍ମରଣୀୟ ହୋଇ ରହିଯିବ । ଆସନ୍ତୁ ଜାଣିବା ୨୦୧୯ର ଭାରତ ସରକାର ନେଇଥିବା ୧୦ ବଡ ପରିବର୍ତନ ସମ୍ପର୍କରେ... ୱାନ ନେଶନ ୱାନ ରାଶନ କାର୍ଡ: ଏହି ଯୋଜନା ଅନୁସାରେ ୧୪ ରାଜ୍ୟରେ ପିଓଏସ…

ନୂଆବର୍ଷରେ ବୁଲିଯାଆନ୍ତୁ ଓଡ଼ିଶାର ଏହିସବୁ ପର୍ଯ୍ୟଟନସ୍ଥଳୀ

ଭୁବନେଶ୍ୱର: ଆଉ କିଛି ଦିନର ଅପେକ୍ଷା ପରେ ନୂତନ ବର୍ଷ ଭାବେ ୨୦୨୦ ମସିହାର ଆଗମନ ହେବାକୁ ଯାଉଛି । ସମସ୍ତ ଆବାଳ ବୃଦ୍ଧ ବନିତା ୨୦୧୯ ମସିହାକୁ ବିଦାୟ ସ୍ୱରୂପ ଆଶା ଓ ଉଦ୍ଦୀପନାର ସହ ନୂତନ ବର୍ଷକୁ ଚାତକ ଭଳି ଚାହିଁ ରହିଛନ୍ତି । ରାଜ୍ୟ ଭିତରେ ଏଭଳି କିଛି ପର୍ଯ୍ୟଟନସ୍ଥଳୀ ରହିଛି ଯାହାର…

ଜାଣନ୍ତୁ କେମିତି କଟିବ ଆଜି ଦିନ…

ରାଶି ଫଳ ତା ୩୦-୧୨-୨୦୧୯ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଡିସେମ୍ବର ତା ୩୦ ରିଖ ସୋମବାର ଧନୁ ୧୫ଦିନ ପୌଷ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ଧନିଷ୍ଠା ନକ୍ଷତ୍ର ମକର ଚନ୍ଦ୍ର ଦିନ ୯ଟା ପର୍ଯ୍ୟନ୍ତ…