ମାଆ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ନିମନ୍ତେ ପତ୍ନୀଙ୍କୁ ଭେଟି ଦିଅନ୍ତୁ ଏହିସବୁ ଉପହାର !
ଭୁବନେଶ୍ୱର: କଥାରେ ଅଛି ଆଚାରେ ଲକ୍ଷ୍ମୀ, ବିଚାରେ ପଣ୍ଡିତ । ଯେଉଁ ଘରେ ଚାର ବିଚାର ଠିକଥାଏ, ମାଆ ଲକ୍ଷ୍ମୀ ସେହି ଘରେ ବାସ କରନ୍ତି ବୋଲି କୁହାଯାଏ ।
ଆହୁରି ମଧ୍ୟ ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଘରର ମହିଳାଙ୍କୁ ମାଆ ଲକ୍ଷ୍ମୀଙ୍କର ସ୍ୱରୂପ ଭାବେ ବିବେଚନା କରାଯାଏ। ଯେଉଁ ଘରେ ଗୃହର…