କନ୍ଧମାଳରେ ସୂଚନା ଅଧିକାର କର୍ମୀଙ୍କୁ ଦୁର୍ବୃତ୍ତଙ୍କ ଗୁଳିମାଡ
କନ୍ଧମାଳ: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ପାତ୍ରସାହି ଅଞ୍ଚଳରେ କିଛି ଦୁର୍ବୃତ୍ତଙ୍କ ଗୁଳିମାଡରେ ଜଣେ ସୂଚନା ଅଧିକାର କର୍ମୀଙ୍କ ମୃତ୍ୟୁ ଘଟିଛି ।
ମୃତ ସୂଚନା ଅଧିକାରୀଙ୍କ ନାମ ଅଭିମନ୍ୟୁ ପଣ୍ଡା ବୋଲି ସୁତ୍ରରୁ ପ୍ରକାଶ ।
ପ୍ରାପ୍ତ ସୂଚନାନୁଯାୟୀ ଅଭିମନ୍ୟୁ ଆଜି ସକାଳେ…