ଶୀତଦିନେ ଖାଆନ୍ତୁ ଫୁଲକୋବି, ମିଳିବ ଏହିସବୁ ଫାଇଦା
ଭୁବନେଶ୍ୱର: ଶୀତଦିନିଆ ପରିବା ଭାବେ ଫୁଲକୋବିର ଆଦର ଖୁବ୍ ଅଧିକ । ଏହାର ଫାଇଦା ମଧ୍ୟ ଅନେକ । ଏଥିରେ ଭରପୂର ଓ ଭିଟାମିନ୍ ବି ପୋଷକତତ୍ତ୍ବ ଥିବା ଏଇ ପରିବା ଆମ ସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ।
ବିଶେଷଜ୍ଞଙ୍କ ମତରେ ନିୟମିତ ଫୁଲକୋବିକୁ ନିଜ ଖାଦ୍ୟ ତାଲିକାରେ ସାମିଲ କରାଇଲେ…