ବଜରଙ୍ଗ ବାଣ-ଚାଳିଶା ସହ ଏହିପରି କରନ୍ତୁ ପୂଜା: ନିଶ୍ଚିତ ପାଇବେ ଶ୍ରୀହନୁମାନଙ୍କ ଆଶୀର୍ବାଦ…
ପାରିବାରିକ ଶାନ୍ତି ପାଇଁ ଘରେ ଶ୍ରୀହନୁମାନଙ୍କ ପାଖରେ ରାଶି ତେଲ ର ଦୀପ ଲଗାନ୍ତୁ । ଝୁଣା, ଗୋଗୁଳ, ଧୂପ ଘରେ ଲଗାନ୍ତୁ । ହନୁମାନ ଚାଲିଶା ପାଠ ମଧ୍ୟ କରିବେ । ପ୍ରତି ଶନିବାର ଦିନ ଲୁଣ ପାଣିରେ ଘରକୁ ପୋଛନ୍ତୁ ।
ରୋଗ ଯଦି ବାରମ୍ବାର ଲାଗି ରହୁଛି ତେବେ ଶନିବାର ଦିନ ଗୋଟିଏ ନଡ଼ିଆକୁ ଧରି…