Latest Odisha News

BREAKING NEWS

ପୁରୀରେ ମହିଳାଙ୍କୁ ଗଣଦୁଷ୍କର୍ମ; ଅଭିଯୁକ୍ତ ପୋଲିସ କନେଷ୍ଟବଳ ଅଟକ !

ପୁରୀ: ସରକାରୀ କ୍ୱାର୍ଟରରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ପୋଲିସ କନେଷ୍ଟବଳଙ୍କୁ ସୋମବାର ସନ୍ଧ୍ୟାରେ ଥାନାରେ ଅଟକ ରଖିଛି । ଗଣମାଧ୍ୟମକୁ ସୂଚନାଦେଇ Woman allegedly raped by two men, including policeman, inside police quarter in Odisha's…

ଲୋକସଭାରେ ପାସ ହେଲା କମ୍ପାନୀ କର ସଂଶୋଧନ ବିଲ; ଅର୍ଥମନ୍ତ୍ରୀ କହିଲେ ଏହାର ଫାଇଦା ସମସ୍ତଙ୍କୁ ମିଳିବ

ଭୁବନେଶ୍ୱର : ଲୋକସଭାରେ କମ୍ପାନୀ କର ସଂଶୋଧନ ବିଲ ୨୦୧୯ ପାସ ହୋଇଯାଇଛି | ଏହା ଦ୍ୱାରା କର୍ପୋରେଟ କରରେ ସରକାରଙ୍କ ରହିଯାଇଥିବ ଗ୍ୟାପକୁ ଅତିକ୍ରମ କରିବ | ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଲେ ଯେ, ଏହି କର ହ୍ରାସ ସବୁ କମ୍ପାନୀ ଙ୍କୁ ଫାଇଦା ଦେବ ଯେଉଁମାନେ ନିୟମ ଅନୁସାରେ ପଞ୍ଜୀକୃତ…

ରାଜ୍ୟସଭାରେ ପୋଲାଭରମ୍ ପ୍ରସଙ୍ଗ ଉଠାଇଲେ ବିଜେଡ଼ି ସାଂସଦ ସସ୍ମିତ ପାତ୍ର

ଭୁବନେଶ୍ୱର: ବିଜେଡ଼ିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ସୋମବାର ଦିନ ରାଜ୍ୟସଭାରେ ଚର୍ଚ୍ଚିତ ପୋଲାଭରମ୍ ପ୍ରକଳ୍ପକୁ ନେଇ ପ୍ରସଙ୍ଗ ଉତଥାପନ କରିଛନ୍ତି । ଶ୍ରୀ ପାତ୍ର ଏହି ପ୍ରସଙ୍ଗକୁ ରାଜ୍ୟସଭାରେ ଉଠାଇବା ସହିତ ଏନେଇ କେନ୍ଦ୍ରକୁ କଡ଼ା ସମାଲୋଚନା କରିଛନ୍ତି । My…

ଉତ୍କଳ ବିଶ୍ୱବିଦ୍ୟାଳୟ ‘ପ୍ଲାଟିନମ୍ ଜୁବିଲି’ରେ ଯୋଗଦେବେ ରାଷ୍ଟ୍ରପତି

ଭୁବନେଶ୍ୱର: ଭାରତର ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏକ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଉତ୍କଳ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେଉଥିବା ‘ପ୍ଲାଟିନମ୍ ଜୁବିଲି’ରେ ଯୋଗଦେବେ । ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନାଦେଇ ଇଜଚାର୍ଜ ପୋଲିସ ମହାନିର୍ଦ୍ଦେଶକ (ଡ଼ିଜିପି) ସତ୍ୟଜିତ ମହାନ୍ତି କହିଛନ୍ତି…

ଭୁବନେଶ୍ୱରରେ ‘ଡ୍ରାଇଭିଂ ଲର୍ଣ୍ଣର୍ ଲାଇସେନ୍ସ’ ଅନଲାଇନରେ ପାଇପାରିବେ…

ଭୁବନେଶ୍ୱର: ନୂଆ ମୋଟର ଯାନ ନିୟମ ପ୍ରଣୟନ ହେବାପରେ ଡ୍ରାଇଭିଂ ଲାଇସେନ୍ସ ଆବେଦନ ଲାଗି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ)ରେ ପ୍ରବଳ ଜନଗହଳି ଦେଖାଯାଉଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଆରଟିଓ-୧ ସୋମବାର ଦିନ ଏନେଇ ସମସ୍ତ ଦରଖାସ୍ତ ଗୁଡ଼ିକ ଅନଲାଇନ ମାଧ୍ୟମରେ ଯୋଗାଇଦେବାକୁ ଘୋଷଣା…

ପ୍ରତିଷ୍ଠା ଦିନରୁ କୋଣାର୍କର ଏହି ତନ୍ତ୍ରପୀଠରେ ଲିଭିନାହିଁ ଅଗ୍ନିକୁଣ୍ଡ !

ଭୁବନେଶ୍ୱର: ଆପଣ ଅନେକ ଥର କୋଣାର୍କ ବୁଲି ଯାଇଥିବେ ଏବଂ ସୂର୍ଯ୍ୟମନ୍ଦିର ତଥା ଏହାର ଆଖପାଖ ସ୍ଥାନ ସହ ଚନ୍ଦ୍ରଭାଗା ସମୁଦ୍ରକୂଳ ଆଉ ରାମଚଣ୍ଡୀ ନିହାତି ଯାଇଥିବେ । କିନ୍ତୁ ଆଜି ଆପଣଙ୍କୁ ସେହି କୋଣାର୍କର ଏପରି ଏକ ସ୍ଥାନ ବିଷୟରେ କହିବୁ ଯାହା ବିଷୟରେ ବହୁତ କମ୍‌ ଲୋକ ଜାଣିଥିବେ।…

ଶୁଷ୍କ ତ୍ୱଚାର ଆଦ୍ରତା ଫେରାଇ ଆଣିବ ଘରେ ଥିବା ଏହିସବୁ ଜିନିଷ !

ଭୁବନେଶ୍ୱର: ଶୀତ ଦିନରେ ସାଧାରଣତଃ ଶରୀର ଓ ମୁହଁ ଶୁଷ୍କ ଲାଗିଥାଏ। ଶୁଷ୍କତାକୁ ଦୂର କରିବା ପାଇଁ ଆମେ ବିଭିନ୍ନ ପ୍ରକାରର କ୍ରିମ, ଲୋଶନର ମଧ୍ୟ ବ୍ୟବହାର କରିଥାଉ। ଆଜି ଆମେ ଆପଣଙ୍କୁ ଜଣାଇବୁ ଏପରି କିଛି ଘରୋଇ ଜିନିଷ ସମ୍ପର୍କରେ ଯାହା ଆପଣଙ୍କ ତ୍ୱଚା ର ଆଦ୍ରତାକୁ ଫେରାଇ ଆଣିବ ।…

ଶ୍ରୀମନ୍ଦିରରେ ଆରମ୍ଭ ହେଲା ଓଢ଼ଣୀ ଷଷ୍ଠୀ ନୀତି; ମହାପ୍ରଭୁଙ୍କ ଶୀତବସ୍ତ୍ର ପରିଧାନକୁ ଶ୍ରଦ୍ଧାଳୁଙ୍କ ଅପେକ୍ଷା…

ପୁରୀ: ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ମଧ୍ୟ ଶୀତ ହୁଏ । ଏହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସତ । ମାର୍ଗଶୀର ମାସ ଶୁକ୍ଲପକ୍ଷ ଷଷ୍ଠୀରେ ଓଢ଼ଣୀ ପର୍ବ ପାଳିତ ହୁଏ । ଓଢ଼ଣୀ ଷଷ୍ଠୀ ବା ଘୋଡ ଲାଗି ଭାବେ ଏହା ପରିଚିତ । ଶ୍ରୀମନ୍ଦିରର ପାରମ୍ପରିକ ଦରଜୀ ସେବକ ଏହି ଘୋଡ ପ୍ରସ୍ତୁତ…

କଟକ, ଭୁବନେଶ୍ୱର ଓ ପୁରୀର କେଉଁ ସବୁ ଅଞ୍ଚଳରେ ଆସନ୍ତାକାଲି ବନ୍ଦ ରହିବ ବିଦ୍ୟୁତ ସେବା,ଜାଣନ୍ତୁ

ଭୁବନେଶ୍ୱର: ମରାମତି ଜନିତ କାର୍ଯ୍ୟ ପାଇଁ କଟକ, ଭୁବନେଶ୍ୱର ଓ ପୁରୀର ଏହିସବୁ ସ୍ଥାନରେ ମଙ୍ଗଳବାର ଦିନ ବିଦ୍ୟୁତ ସରବରାହ ବନ୍ଦ ରହିବ। ଭୁବନେଶ୍ୱର-ଅର୍ବାନ ଲକ୍ଷ୍ମୀସାଗର ଭିଲେଜ ଓ ଝାରପଡ଼ା- ସକାଳ ୯ ଟାରୁ ଅପରାହ୍ନ ୨ ଟା କଟକ-ଅର୍ବାନ ହରିପୁର,ପିଠାପୁର, ଦୋଳମୁଣ୍ଡେଇ- ଦିନ ୧୦ଟାରୁ…