ଦ୍ଵିତୀୟଥର ପାଇଁ ବିଧାୟିକା ଭାବେ ଶପଥ ଗ୍ରହଣ କଲେ ରୀତା ସାହୁ
ଭୁବନେଶ୍ୱର: ରାଜ୍ୟ ରାଜନୀତିର ଟାର୍ଗେଟରେ ରହିଥିବା ବିଜେପୁରର ନବ ବିଧାୟିକା ରୀତା ସାହୁ ବୁଧବାର ଦିନ ଶପଥ ଗ୍ରହଣ କରିଛନ୍ତି । ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ରେକର୍ଡ ସଂଖ୍ୟକ ଭୋଟରେ ବିଜୟୀ ହୋଇଥିବା ରୀତା ସାହୁଙ୍କୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆଜି ଶପଥ ପାଠ କରାଇଛନ୍ତି।…