Latest Odisha News

BREAKING NEWS

ବୃଦ୍ଧା ମାଆକୁ ମାଡ଼ମାରି ଘରୁ ତଡ଼ିଦେଲେ ପୁଅ-ବୋହୂ; ରାସ୍ତାକଡ଼ରେ କାନ୍ଦିଲେ, କହିଲେ ଦୁଃଖ କାହାଣୀ…

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ସହରର ଏକ ଲଜ୍ଜାକର ତଥା ଦୁଃଖଦାୟକ ଘଟଣା ସମଗ୍ର ଓଡ଼ିଶାରେ ଆଲୋଡ଼ନ ସୃଷ୍ଟି କରିଛି । ନିଜର ଅସହାୟ ବୃଦ୍ଧା ମାଆକୁ ତା’ ନିଜ ପୁଅ ନିସ୍ତୁକ ମାଡ଼ମାରି ରାସ୍ତାକୁ ଠେଲିଦେଇଛି । ରାସ୍ତାକଡ଼ରେ ଦିନରାତି କାନ୍ଦି କାନ୍ଦି ବିଚାରା ମାଆ ରହିଥିଲେ ମଧ୍ୟ ପୁଅର…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୬-୧୧-୨୦୧୯ ବୁଧବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ନଭେମ୍ବର ତା ୦୬ ରିଖ ବୁଧବାର ତୁଳା ୨୦ ଦିନ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ଭୁକ୍ତ ଦଶମୀ ତିଥି ଶତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର…

ଓଡ଼ିଶା କୁଇନ୍ -୨୦୧୯: ଫାଇନାଲ୍ ରାଉଣ୍ଡକୁ ଗଲେ ଏହି ୨୧ ଜଣ ସୁନ୍ଦରୀ, ଜାଣନ୍ତୁ ସେମାନେ କିଏ !

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୦ରେ ଅନୁÂିତ ହେବାକୁ ଯାଉଛି ‘ଓଡ଼ିଶା କୁଇନ୍ -୨୦୧୯’ କଣ୍ଟେଷ୍ଟର ଗ୍ରାଣ୍ଡ୍ ଫିନାଲେ । ଏହି ଫାଇନାଲ୍ ରାଉଣ୍ଡ ଲାଗି ଓଡ଼ିଶାର ବଛା ବଛା ୨୧ ଜଣ ସୁନ୍ଦରୀ ମନୋନୀତା ହୋଇଛନ୍ତି । ୧୦ ତାରିଖ ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗିତାରେ ଓଡ଼ିଶାର ଶ୍ରେÂ ସୁନ୍ଦରୀଙ୍କୁ…

ଅତ୍ୟନ୍ତ ସମ୍ବେଦନଶୀଳ ବିଷୟ ଉପରେ ନିମ୍ନମାନର ରାଜନୀତି କରିବା ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ: ବିଜେଡି

ଭୁବନେଶ୍ୱର: ପଞ୍ଚାୟତ ସମ୍ପ୍ରସାରଣ ଅଧିକାରିଣୀ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ଘଟଣାରେ ବିଜେପି ନାଟକ କରୁଛି । ହାତରେ କୌଣସି ତଥ୍ୟ ପ୍ରମାଣ ନଥାଇ ବିଜେପି ଗତ କିଛିଦିନ ଧରି ଯେଉଁଭଳି ସାମ୍ବାଦିକ ସମ୍ମିଳନୀ ଓ ବିବୃତ୍ତି କରିବାରେ ଲାଗିଛି ତାହାକୁ ବିଜେଡି ମୁଖପାତ୍ର ସୁଲତା ଦେଓ କଡା ଭାଷାରେ…

କନ୍ଧମାଳରୁ ଲୋପ ପାଉଛି ବାଦୁଡ଼ି ବଂଶ !

ଫୁଲବାଣୀ: ଗୋଟିଏ ସମୟ ଥିଲା ଯେତେବେଳେ କନ୍ଧମାଳରେ ପକ୍ଷୀ ମାନଙ୍କ ଭଳି ବାଦୁଡ଼ି ଦେଖିବା ମଧ୍ୟ ଅତି ସାଧାରଣ କଥା ଥିଲା । ଏଠାରେ ଦିନ ସମୟରେ ବଡୁଡି ମାନେ ଗଛ ଉପରେ ଶୋଇ ରହିଥିବା ନଜର ଆସୁଥିଲେ । କିନ୍ତୁ ବର୍ତ୍ତମାନ ଏହି ଦୃଶ୍ୟ ଦେଖିବା ଦୁର୍ଲଭ ହୋଇ ଗଲାଣି । କନ୍ଧମାଳର ଅନୁକୂଳ ପରିବେଶ…

କଟକ-ଟାଙ୍ଗୀ ରେଲୱେ ଲେବୁଲ୍ କ୍ରସିଂ ଫାଟକ ଅଧାରୁ ଖସିଲା, ୪ ଗୁରୁତର ଆହତ

କଟକ: କଟକ-ଟାଙ୍ଗୀ ରେଲୱେ ଲେବୁଲ୍ କ୍ରସିରେ ଦୁର୍ଘଟଣା ଘଟିଛି । ଲେବୁଲ୍ କ୍ରସିଂ ଫାଟକ ଅଧାରୁ ଦୁର୍ଭାଗ୍ୟବଶତଃ ଖସି ପଡ଼ିବାରୁ ୪ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ସନ୍ଧ୍ୟା 6ରେ ଏକ ଟ୍ରେନ କ୍ରସ କଲାପରେ ଫାଟକ ଟି ଉଠିଥିଲା। ଫାଟକ ଉଠିବା ପରେ ଉଭୟ…

ଭାରତୀୟ ପ୍ରାଚୀନ ଜନଜାତି ଗଣ୍ଡ୍ ସମ୍ପ୍ରଦାୟର କଳା ପ୍ରଦର୍ଶନୀ

ଅହମ୍ମଦାବାଦ: ଭାରତର ପ୍ରାଚୀନ ଜନଜାତି ଗଣ୍ଡ୍ ସମ୍ପ୍ରଦାୟର କଳା ଓ ପରମ୍ପରାକୁ ଏକ ସୃଜନାତ୍ମକ ପରିଚୟ ଦେବା ନିମନ୍ତେ ଆଦାନୀ ଗ୍ରୂପ ପକ୍ଷରୁ ଆରମ୍ଭ କରାଯାଇଛି ଏକ ଅଭିନବ ତଥା ନୂତନ ପ୍ରୟାସ । ପ୍ରାୟ ୫୫୦ ନିୟୁତ ବର୍ଷ ପୂର୍ବେ ପୃଥିବୀ ପୃଷ୍ଠର ଏକ ବିଶାଳ ଭୂଖଣ୍ଡ ଗଣ୍ଡୱାନା ଲାଣ୍ଡ କୌଣସି…

ଶ୍ରେଷ୍ଠ ‘ସୁଲଭ ଘରୋଇ ଡ଼ାକ୍ତରଖାନା’ ଭାବେ ସମ୍ମାନିତ ହେଲା ସମ୍ ହସ୍ପିଟାଲ୍

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ରାଜ୍ୟର ସବୁଠାରୁ ସୁଲଭ ଘରୋଇ ହସ୍ପିଟାଲ୍ । ଟିଭି ଚ୍ୟାନେଲ୍ ଜୀ ଓଡ଼ିଶା ପକ୍ଷରୁ ଆୟୋଜିତ ହେଲ୍ଥ କନ୍କ୍ଲେଭ୍ରେ ସମ୍ ହସ୍ପିଟାଲ୍କୁ ମଙ୍ଗଳବାର…

ଦିଲ୍ଲୀ ଭଳି ପ୍ରଦୂଷିତ ଅଞ୍ଚଳରେ ରହୁଥିଲେ କିପରି ନେବେ ନିଜ ସ୍ୱାସ୍ଥ୍ୟର ଯତ୍ନ, ଜାଣନ୍ତୁ

ଭୁବନେଶ୍ୱର: ରାଜଧାନୀ ଦିଲ୍ଲୀ ସବୁଠାରୁ ପ୍ରଦୂଷଣ ଜନିତ ସହର ଭାବେ ପରିଗଣିତ ହୋଇସାରିଛି । ୱାର୍ଲଡ ହେଲଥ ଅର୍ଗାନାଇଜେସନ ରିପୋର୍ଟ ଅନୁଯାୟୀ ଦିଲ୍ଲୀ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର । ବର୍ତ୍ତମାନ ଦିଲ୍ଲୀର ସ୍ଥିତି ଅତି ସଙ୍କଟଜନକ । ତେବେ ଦୀପାବଳି ପରର ଅବସ୍ଥା ନକହିବା ଭଲ । ବାୟୁ…