ପୋଲିସଙ୍କୁ ଓକିଲଙ୍କ ଆକ୍ରମଣ ଘଟଣା: ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଲା ଦିଲ୍ଲୀ ପୋଲିସ
ନୂଆଦିଲ୍ଲୀ: ନଭେମ୍ବର ୨ ତାରିଖରେ ଦିଲ୍ଲୀର ତୀସ ହଜାରୀ କୋର୍ଟ ବାହାରେ ପୁଲିସ ଏବଂ ଆଇନଜୀବୀଙ୍କ ମଧ୍ୟରେ ହୋଇଥିବା ଖଣ୍ଡଯୁଦ୍ଧ ଘଟଣା ମଙ୍ଗଳବାର ଦିନ ଏକ ନୂଆମୋଡ଼ ନେଇଛି ।
ଏହାକୁ ପ୍ରତିବାଦ କରି ଗତ ତିନି ଧରି ଆଇନଜୀବୀମାନେ ଏଠାରେ ଧାରଣକୁ ଓହ୍ଲାଇ ଥିବାବେଳେ ଆଜି ପୁଲିସ କର୍ମୀମାନେ…