‘କୃତ୍ରିମ ଚିନି’ ଖାଉଛନ୍ତି କି, ହୋଇଯାଆନ୍ତୁ ସାବଧାନ !
ଭୁବନେଶ୍ୱର: ଚିନି ଠାରୁ ନିଜକୁ ଦୂରେଇ ରଖିବା ପାଇଁ କିଛି ଲୋକ କୃତ୍ରିମ ଚିନି ମାନେ 'ଆର୍ଟିଫିସିଆଲ ସୁଗାର' ବ୍ୟବହାର କରୁଥିବାରୁ ଦେଖିବାକୁ ମିଳୁଛି । ଏହାକୁ ସେମାନେ ଉତ୍ତମ ବିକଳ୍ପ ବୋଲି ଧରିନେଇଥାନ୍ତି।
ମାତ୍ର ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଏହି କୃତ୍ରିମ ଚିନି…