‘ଦଶାନନ’ ଅବତାରରେ ନଜର ଆସିଲେ ସୈଫ ଅଲ୍ଲୀ ଖାନ
ମୁମ୍ବାଇ: ଦଶହରାର ଅବସରରେ ରିଲିଜ ହୋଇଛି ସୈଫ୍ଅଲ୍ଲୀ ଖାନଙ୍କ ଆଗମୀ ଫିଲ୍ମ ‘ଲାଲ କପ୍ତାନ’ର ପୋଷ୍ଟର ।
ଏହି ପୋଷ୍ଟରରେ ସୈଫ୍ଙ୍କୁ ୧୦ଟି ମୁଣ୍ଡ ଥିବା ଦଶାନନ ଲୁକ୍ରେ ଦେଖିବାକୁ ମିଳୁଛି। ପୂର୍ବରୁ ରିଲିଜ୍ ହୋଇଥିବା ଆଉ ଏକ ପୋଷ୍ଟରରେ ସୈଫ୍ଙ୍କ ନାଗା ସାଧୁ ଲୁକ୍ ଦେଖିବାକୁ…