Latest Odisha News

BREAKING NEWS

କଟକ ଦଶହରା; କଣ ରହିଛି ଏଥରର ବିଶେଷତ୍ୱ

କଟକ: ଧରାବତରଣ କରି ସାରିଛନ୍ତି ମା’ ଦୁର୍ଗତିନାଶିନୀ। ଜମିଲାଣି ଉତ୍ସବ ଓ ଉତ୍ସାହର ପଟୁଆର। ପୂଜା ମଣ୍ଡପକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ। ଆଖି ପାଉନଥିବା ସୁଉଚ୍ଚ ତୋରଣ ସାଙ୍ଗକୁ ସାଜସଜ୍ଜା ଉଲ୍ଲସିତ ହେଉଛି ତନ ଓ ମନ। ପୂଜା ମଣ୍ଡପ ଗୁଡିକରେ ମା’ଙ୍କ ମୃଣ୍ମୟ ମୂର୍ତ୍ତି ଶୋଭାପାଉଥିବା ବେଳେ…

ଖୋର୍ଦ୍ଧା ଓ ନୟାଗଡ ମୁହାଁ ହେଲେ ଚନ୍ଦକା ହାତୀପଲ

ଭୁବନେଶ୍ୱର: ଚନ୍ଦକା ଅଭୟାରଣ୍ୟର କିଛି ହାତୀପଲ ଖୋର୍ଦ୍ଧା ଓ ନୟାଗଡ ମୁହାଁ ହେଉଥିବା ବେଳେ ସେମାନଙ୍କ ଗତିବିଧି ଉପରେ ନଜର ରଖୁଛନ୍ତି ଭୁବନେଶ୍ୱର ବନଖଣ୍ଡ ଅଧିକାରୀ । ମିଳିଥିବା ସୂଚନାନୁଯାୟୀ ଏହି ୪୨ଟିକିଆ ହାତୀପଲ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ, ଚିଲିକା ଓ ନୟାଗଡ ଜିଲ୍ଲାର ରଣପୁର ଅଞ୍ଚଳ…

ଭୁବନେଶ୍ୱର ପୂଜା ମଣ୍ଡପ ଗୁଡିକରେ ଏଥର କଣ ରହିଛି ସ୍ୱତନ୍ତ୍ରତା, ଜାଣନ୍ତୁ

ଭୁବନେଶ୍ବର: ସମସ୍ତ ପୂଜା ମଣ୍ଡପରେ ଆଜି ଅନୁଷ୍ଠିତ ହେଉଛି ମାଆଙ୍କ ମହାସପ୍ତମୀ ପୂଜା। ମାଆଙ୍କ ମହା ସପ୍ତମୀ ପୂଜା ପାଇଁ ଚଳଚଞ୍ଚଳ ସମସ୍ତ ପୂଜା ମଣ୍ଡପ । ପୂଜା ମଣ୍ଡପରେ ଆଜି ସପ୍ତମୀ ପୂଜା ହେଉଥିବା ବେଳେ ଦେବୀ ପୀଠ ଗୁଡିକରେ ଆଜି ଅଷ୍ଟମୀ ପୂଜା ପାଉଛନ୍ତି ମାଆ ଜଗଦମ୍ବା । ଶାରଦୀୟ…

ବାଲୁକାକଳାରେ ‘ସହିଦ ବାଜି ରାଉତ’ଙ୍କୁ ସୁଦର୍ଶନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଭାରତୀୟ ସ୍ୱାଧିନତା ସଂଗ୍ରାମର ସର୍ବକନିଷ୍ଠ ସହିଦ ଭାବେ ବାଜି ରାଉତ ୧୯୨୬ ମସିହା ୫ ଅକ୍ଟୋବର ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ । ଏହି ଅବସରରେ ପଦ୍ମଶ୍ରୀ ବିଜେତା ତଥା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ନିର୍ମାଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା୦୫-୧୦-୨୦୧୯ ଶନିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ୨୦୧୯ମସିହା ଅକ୍ଟୋବର ୦୫ତାରିଖ ଶନିବାର କନ୍ୟା ୧୯ ଦିନ ଆଶ୍ବିନ ମାସ ଶୁକ୍ଳ ପକ୍ଷ ସପ୍ତମୀ ଭୁକ୍ତ ଅଷ୍ଟମୀ ତିଥି ମୂଳା ନକ୍ଷତ୍ର ଧନୁ ଘାତ ବାର:-ବୃଷ ସିଂହ…

ଶାରଦୀୟ ଦୁର୍ଗାପୂଜା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ୧୯ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଚଳାଚଳ

ଭୁବନେଶ୍ୱର:ପୂଜା ଛୁଟି ସମୟରେ ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପକ୍ଷରୁ ପୂର୍ବତଟ ରେଳପଥରୁ ଏବଂ ଏହା ମଧ୍ୟଦେଇ ଦେଶର ବିଭିନ୍ନ ପ୍ରାନ୍ତକୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳର ବ୍ୟବସ୍ଥା କରାଯାଇଥିବା ବେଳେ ନିୟମିତ ଯାତାୟାତ କରୁଥିବା ଟ୍ରେନ ଗୁଡିକରେ ମଧ୍ୟ ଅତିରିକ୍ତ ବଗି ସଂଯୋଗ…

ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଅନଶନ ଭାଙ୍ଗିଲେ ନୀଳଗିରି ବିଧାୟକ

ବାଲେଶ୍ୱର: ନୀଳଗିରି ଜିଲ୍ଲାପାଳଙ୍କ ସହ ପାଟିତୁଣ୍ଡ ପରେ ଧାରଣାରେ ବସିଥିବା ସ୍ଥାନୀୟ ବିଧାୟକ ସୁକାନ୍ତ କୁମାର ନାୟକ ପାଖାପାଖି ୧୫ ଘଣ୍ଟା ପରେ ଅନଶନ ଭାଙ୍ଗିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଗତଶୁକ୍ରବାର ଦିନ ସକାଳ ପ୍ରାୟ ୮ଟା ବେଳେ ତହସିଲଦାର ସୁଶ୍ରିତା ଟୁଡୁ ଏବଂ ଅତିରିକ୍ତ…

ଓଡିଶାର ୧୦ଟି ଖଣି ନିଲାମ ହେବ, ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ରାଜ୍ୟରେ ଖୁବଶୀଘ୍ର ପାଖାପାଖି ୧୦ଟି ଲୁହାପଥର ଓ ମାଙ୍ଗାନିଜ ଖଣି ନିଲାମ କରାଯିବ । ଏନେଇ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ବିଧିବିଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ଯେଉଁ ନନ୍ କେପଟିଭ୍ ଖଣିର ଲିଜ୍ ଅବଧି ଆସନ୍ତା ମାର୍ଚ୍ଚ ୨୦୨୦ ମସିହା…

ଧାରାବାହିକ ଉପନ୍ୟାସ: କୁକୁର କାହାଣୀ (୧)

ମାନବୀୟ ସମ୍ପର୍କର କଥାଶିଳ୍ପୀ ମୃଣାଳ (ଡ. ମୃଣାଳ ଚାଟାର୍ଜୀ, ଜନ୍ମ ୧୯୬୧) ସାହିତ୍ୟର ବିଭିନ୍ନ ବିଭବରେ ସ୍ୱଚ୍ଛନ୍ଦ ବିଚରଣ କରନ୍ତି । ଗଳ୍ପ, ଉପନ୍ୟାସ, ନାଟକ, ନିବନ୍ଧ, ପ୍ରବନ୍ଧ, ସବୁ ଲେଖିଛନ୍ତି ସେ । ଜଣେ ସ୍ତମ୍ଭକାର ଭାବରେ ସେ ବେଶ ପରିଚିତ । ବଙ୍ଗଳା, ହିନ୍ଦୀ ଓ ଇଂରାଜୀରୁ ଓଡ଼ିଆକୁ…

ଆଜି ଝଙ୍କଡ଼ରେ ପାଳିତ ହେଉଛି ମହାସପ୍ତମୀ; ମାଆ ସରସ୍ୱତୀଙ୍କ ରୂପରେ ପାଇବେ ପୂଜା…

ଭୁବନେଶ୍ୱର: ଦୁର୍ଗତୀନାଶିନୀ ମା’ ଦୁର୍ଗାଙ୍କର ଶାରଦୀୟ ପୂଜା ଉତ୍ସବ ବିଭିନ୍ନ ପୀଠ ଏବଂ ମଣ୍ଡପରେ ଆରମ୍ଭ ହୋଇଛି । ଓଡ଼ିଶା ସମେତ ସମଗ୍ର ଭାରତରେ ମାଆଙ୍କର ମହାସପ୍ତମୀ ପୂଜା ଆରମ୍ଭ ହୋଇଛି । ଓଡ଼ିଶାରେ ଅନେକ ଶକ୍ତିପୀଠ ବା ଦେବୀ ମନ୍ଦିର ପ୍ରସିଦ୍ଧି ଲାଭ କରିପାରିଛି । ଝଙ୍କଡ଼ର ମା’ଶାରଳା…